Home ରାଜ୍ୟଏନଏସି ଅଧ୍ୟକ୍ଷା ଖରିଆର ରୋଡ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ୍ କରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉପରେ ଆଲୋଚନା କଲେ।

ଏନଏସି ଅଧ୍ୟକ୍ଷା ଖରିଆର ରୋଡ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ୍ କରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉପରେ ଆଲୋଚନା କଲେ।

by Maraguda Express
0 comments
ନୂଆପଡ଼ା -୮/୩- ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଭୁବନେଶ୍ୱର ସରକାରି ଗସ୍ତ ରେ ଯାଇଥିଲେ। ଏ ଅବସର ରେ ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ସହ ଖରିଆର ରୋଡ ନଗର ର ଲୋକପ୍ରିୟ ଏନଏଏସି ଅଧ୍ୟକ୍ଷା ଡାକ୍ତର ସୋନିଆ ଗୋଲ୍ଡି ଅଗ୍ରୱାଲ ସୌଜନ୍ୟ ମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ସମୟରେ ସେ ଖରିଆର ରୋଡ ନଗରପାଳିକା ସହ ଜଡ଼ିତ ବିଭିନ୍ନ ଜନହିତକର ଉନ୍ନୟନ ମୂଳକ ପ୍ରକଳ୍ପ ଉପରେ ସକାରାତ୍ମକ, ସାର୍ଥକ ଏବଂ ଦୂରଦୃଷ୍ଟି ଆଲୋଚନା କରିଛନ୍ତି। ଏହି ସାକ୍ଷାତ୍ ସମୟ ରେ ନୂଆପଡ଼ା ଜିଲ୍ଲା ର ବରିଷ୍ଠ ବିଜେପି ନେତା ଗୋଲ୍ଡୀ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥାଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha