18
ଖରିଆର ରୋଡ୍ ରେ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ: ୪ ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ।
previous post
ନୂଆପଡ଼ା -୧୧/୦୪- ନୂଆପଡ଼ା ଜିଲ୍ଲାର ଖରିଆର ରୋଡ୍ ସ୍ଥିତ ପାଳ ରେଷ୍ଟୁରାଣ୍ଟ ରେ ଘରୋଇ ଏଲପିଜି ସିଲିଣ୍ଡର କୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ ଉପରେ ଯୋଗାଣ ବିଭାଗର ଇନଫୋର୍ସମେଣ୍ଟ ସ୍କୁଆର୍ଡ ଦ୍ୱାରା ଚଢ଼ାଉ କରାଯାଇଥିଲା।