Home ରାଜ୍ୟଗର୍ନ୍ଧମାର୍ଦ୍ଦନ ଆନ୍ଦୋଳନ ର ସତ୍ଯାଗ୍ରହୀ ୮୫ ବର୍ଷ ବୟସ୍କ ଆଦିବାସୀ ମହିଳା ଶ୍ରୀମତୀ ତୁଳସୀ ବରିହାଙ୍କ ପାଦ ଧୋଇଲେ ବରଗଡ଼ ସାଂସଦ।

ଗର୍ନ୍ଧମାର୍ଦ୍ଦନ ଆନ୍ଦୋଳନ ର ସତ୍ଯାଗ୍ରହୀ ୮୫ ବର୍ଷ ବୟସ୍କ ଆଦିବାସୀ ମହିଳା ଶ୍ରୀମତୀ ତୁଳସୀ ବରିହାଙ୍କ ପାଦ ଧୋଇଲେ ବରଗଡ଼ ସାଂସଦ।

by Maraguda Express
0 comments

ନୂଆପଡ଼ା -୨୩/୧୧ (ସୁରେନ୍ଦ୍ର ତିୱାରୀ) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ କେନ୍ଦୁଭଟା ଗ୍ରାମରେ ଏକ ଅସଂପୂର୍ଣ୍ଣ କଲ୍ଯାଣ ମଣ୍ଡପ କୁ ସଂପୂର୍ଣ୍ଣ କରିବା ପାଇଁ ସାଂସଦ ଉନ୍ନୟନ ପାଣ୍ଠିରୁ ୪ଲକ୍ଷ ଟଙ୍କା ବରଗଡ ସାଂସଦ  ପ୍ରଦୀପ ପୁରୋହିତ ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ନିମନ୍ତ୍ରଣ କ୍ରମେ ଉକ୍ତ କଲ୍ଯାଣ ମଣ୍ଡପ କାର୍ଯ୍ଯ ଶୁଭାରମ୍ଭ କରିବା ପାଇଁ ନଡିଆ ବାଡେଇବା ପାଇଁ ସାଂସଦ ଶ୍ରୀ ପୁରୋହିତ ଗାଁରେ ପହଞ୍ଚି ଥିଲେ । ଗ୍ରାମବାସୀ ଶତାଧିକ ମହିଲା, ପୁରୁଷ ସାଂସଦଙ୍କୁ ସ୍ବାଗତ କରି ପାଛୋଟି ନେଇ ଥିଲେ। ସେ ଶୋଭାଯାତ୍ରାରେ ସାମିଲ ଥିବା ଉକ୍ତ ଗ୍ରାମର ଗନ୍ଧମାର୍ଦ୍ଦନ ଆନ୍ଦୋଳନର ସତ୍ଯାଗ୍ରହୀ ୮୫ ବର୍ଷ ବୟସ୍କ ଆଦିବାସୀ ମହିୟସୀ ମହିଲା ଶ୍ରୀମତୀ ତୁଳସୀ ବରିହାଙ୍କୁ ସାଂସଦ ଶ୍ରୀ ପୁରୋହିତ ପାଦଧୋଇ ସମ୍ବର୍ଦ୍ଧିତ କରିଥିଲେ । ୧୯୮୦ ଦଶକ ଗନ୍ଧମାର୍ଦ୍ଦନ ଆନ୍ଦୋଳନରେ ସାମିଲ ଥିବା ବହୁ ଲୋକ ଗାଁ ଗାଁରେ ଅଛନ୍ତି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha