Home ରାଜ୍ୟଜାତୀୟ ସେବା ଯୋଜନା : ସାତ ଦିନିଆ ସ୍ଵତନ୍ତ୍ର ଶିବିର।

ଜାତୀୟ ସେବା ଯୋଜନା : ସାତ ଦିନିଆ ସ୍ଵତନ୍ତ୍ର ଶିବିର।

by Maraguda Express
0 comments

ନୂଆପଡ଼ା -୧୮/୯ (ସୁରେନ୍ଦ୍ର ତିୱାରୀ) ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ କୋମନା ଠାରେ ଜାତୀୟ ସେବା ଯୋଜନା ପକ୍ଷରୁ ଗତ ୧୬ ସେପ୍ଟେମ୍ବର  ଦିନ ଏକ ସାତ ଦିନିଆ ସ୍ଵତନ୍ତ୍ର ଶିବିର ଉଦ୍ଘାଟିତ ହୋଇଯାଇଛି । ଏହି ଶିବିର ରେ ୫୦ ଜଣ ସ୍ଵେଚ୍ଛାସେବୀ ଯୋଗଦାନ କରିଛନ୍ତି । କାର୍ଯ୍ୟକ୍ରମ ଅଧିକାରୀ ନଳିନୀ କାନ୍ତି ସା ଓ ଉପଦେଷ୍ଟା ଦେବେନ୍ଦ୍ର ସୁନାନି ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯକ୍ରମ ୧୬ ସେପ୍ଟେମ୍ବର ରୁ ଆରମ୍ଭ ହୋଇ ଆସନ୍ତା ୨୨ ସେପ୍ଟେମ୍ବର ୨୦୨୫ ଦିନ ସମାପ୍ତ ହେବ । ଦ୍ୱିତୀୟ ଦିବସ ରେ ସମସ୍ତ ସ୍ଵେଚ୍ଛାସେବୀ କୋମନା ନ୍ୟାୟାଳୟ ଓ ମହାବିଦ୍ୟାଳୟ ପରିସର ରେ ୧୦୦ ଗୋଟି ବିଭିନ୍ନ ବୃକ୍ଷର ଚାରା ରୋପଣ କରିଥିଲେ।ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଭାସ କୁମାର ପଣ୍ଡା ତଥା ସମସ୍ତ କର୍ମଚାରୀ ଏବଂ ସ୍ବେଛାସେବୀ ଅମିତ୍ ରାଉତ୍,ଲକ୍ଷ୍ମଣ ଥପା, ଡୋଳାମଣୀ ଭୋଇ ଉପରୋକ୍ତ କାର୍ଯ୍ୟକ୍ରମ ରେ ସହଯୋଗ ପ୍ରଦାନ କରୁଛନ୍ତି |

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha