11
ନୂଆପଡ଼ା -୧୧/୦୪- ନୂଆପଡ଼ା ଜିଲ୍ଲାରେ ଉଦ୍ୟାନ କୃଷିର ବିକାଶ ଓ ଚାଷୀଙ୍କ ଆୟ ବୃଦ୍ଧି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ପରଖିବା ସହ କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବା ସଫଳ ଚାଷୀଙ୍କୁ ଉତ୍ସାହିତ କରାଯାଇଛି।
ସମନ୍ୱିତ ଉଦ୍ୟାନ କୃଷି ଉନ୍ନତି ମିଶନ (ଏମଆଇଡିଏଚ) ଅଧୀନରେ ଜିଲ୍ଲାର ୫ ଟି ବ୍ଲକରେ ବ୍ୟାପକ ସଫଳତା ମିଳିଛି :
ସେମାନେ ହେଲେ :