Home ରାଜ୍ୟବୋଡ଼େନ ବ୍ଲକ: ମାଁ ମୁଁଙ୍ଗେ ଦେବୀ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

ବୋଡ଼େନ ବ୍ଲକ: ମାଁ ମୁଁଙ୍ଗେ ଦେବୀ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

by Maraguda Express
0 comments

ବୋଡେ଼ନ- ୧/୧୦ (ଜଗତରାମ ଦଣ୍ଡସେନା) ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ଖଇରା ପଞ୍ଚାୟତ ଅନ୍ତର୍ଗତ ଶୁକଳପୁର ଠାରେ ମାଁ ମୁଁଙ୍ଗେ ଦେବୀ ଯୁବକ ସଙ୍ଘ ଆନୁକୂଲ୍ୟରେ ମା ମୁଁଙ୍ଗେ ଦେବୀ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନି ପ୍ରତିଯୋଗୀତାରେ ବିନୋପୁର ସାମ୍ବାହେଲିକୁ ୩-୦ ଗୋଲ ରେ ପରାସ୍ତକରି ଥିବାବେଳେ ଶ୍ରଦ୍ଧାପୂର ଦଳ ବଡ଼ ମୂଳାକୁ ପେନାଲଟି ଶୁଟ ଜରିଆରେ ପରାସ୍ତା କରିଛି । ଏଥିରେ ସୁବାଷ ଯୋଷୀ ଖେଳ ପରିଚାଳନା କରୁଥିବାବେଳେ କମିଟିର ହେମନ୍ତ ମାଝୀ, ବିଶ୍ୱ ମାଝୀ, ଗିରିଧାରୀ ମାଝୀ, ନରସିଙ୍ଗ ମାଝୀ, ଭୁବନେଶ୍ୱର ମାଝୀ, ତୁଳସୀ ରାମ ମାଝୀ, ନବୀନ ମାଝୀ ସମେତ ଗ୍ରାମର ଯୁବଗୋଷ୍ଠୀ ସହଯୋଗ କରୁଛନ୍ତି । ଆସନ୍ତା ୮ ତାରିଖ ରେ ଫାଇନାଲ୍ ଖେଳ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha