Home ରାଜ୍ୟବୋଡେ଼ନ, ବିନୋପୁର ଓ ଦାବେରୀ ରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ।

ବୋଡେ଼ନ, ବିନୋପୁର ଓ ଦାବେରୀ ରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ।

by Maraguda Express
0 comments

ବୋଡେ଼ନ- ୭/୧୦ (ଜଗତରାମ ଦଣ୍ଡସେନା) ବୋଡେ଼ନ ବ୍ଲକର ବୋଡେ଼ନ, ବିନୋପୁର ଓ ଦାବେରୀ ରେ ମହାସମାରୋହ ରେ ମାଁ ଗଜଲକ୍ଷ୍ମୀ ଙ୍କର ପୂଜନ କାଲି ଠାରୁ ଆରମ୍ଭ ହୋଇଯାଇଛି l ରାତ୍ରରେ ମନୋରଞ୍ଜନ ପାଇଁ ନାଟକ ପରିବେଷଣ ହେଉଥିବାରୁ ଆଖପାଖ ଦର୍ଶକ ଦର୍ଶିକା ମାନଙ୍କୁ ମନୋରଞ୍ଜନ ର ଖୋରାକ ଯୋଗାଉଛି l ବୋଡେ଼ନ ରେ କର୍ତ୍ତା ଭାବେ ଗୁଣଧର ଦଣ୍ଡସେନା ଓ ପତ୍ନୀ ଚନ୍ଦ୍ରିକା ଦଣ୍ଡସେନା, ବିନପୁର ରେ ମହାଦେବ ମାଝୀ ଓ କୁନ୍ତୀ ମାଝୀ, ଦାବେରୀରେ କନକ ହଂସ ଓ ପୂର୍ଣ୍ଣମୀ ହଂସ ଦାୟିତ୍ୱ ତୁଲାଉଥିବା ବେଳେ ଜିତେନ୍ଦ୍ର ଦାସ ପୌରହିତ୍ୟ କରୁଛନ୍ତି। ଦାବେରୀ ରେ ଏବର୍ଷ ଖୁବ ସୁନ୍ଦର ତୋରଣ ମାନ ଦର୍ଶକ ମାନଙ୍କ ମନ ମୋହୁଛି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha