34
ବୋଡେ଼ନ – ୧୧/୪ (ଜଗତ ରାମ ଦଣ୍ଡସେନା) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ପଳାସଦା ପଞ୍ଚାୟତ ଅନ୍ତର୍ଗତ ସାଲେପଡା ଆଙ୍ଗନୱାଡ଼ି କେନ୍ଦ୍ରରେ ନିର୍ଗୁଣ୍ଡି ଦଳଙ୍କ ତତ୍ୱାବଧାନରେ ପୋଷଣ ପଖୱାଡ଼ା ପାଳିତ ହୋଇଯାଇଛି l
ଏଥିରେ କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମାଁ ମାନେ ଯୋଗଦେଇଥିଲେ, ପୋଷଣ ପାଇଁ କିଭଳି ଖାଦ୍ୟ ଖାଇବେ ତାହା ବୁଝାଯାଇଥିଲା । ସଭାରେ ସବେତ୍ରୀ ଦଲା, କୁନ୍ତୀ ଦଲ, ଲକ୍ଷ୍ମୀ ଜଗତ,ପ ପଦ୍ମାଳତା ଦଳ ରମା ଦଳ ଓ ସୁରେଖା ଦଳ ଉପସ୍ଥିତ ଥିଲେ l