24
ନୂଆପଡ଼ା -୦୭/୦୪- ନୂଆପଡ଼ା ଜିଲ୍ଲାର ଐତିହ୍ୟବାହି “ମାରାଗୁଡା ଲୋକମହୋତ୍ସବ–୨୦୨୬”ର ପଞ୍ଚମ ଓ ଶେଷ ସନ୍ଧ୍ୟା ଉତ୍ସାହ ଓ ଆଡମ୍ବରମୟ ପରିବେଶରେ ସଫଳତାର ସହ ସମାପ୍ତ ହୋଇଯାଇଛି। ସାଂସ୍କୃତିକ ସଭା ଓ ସମ୍ମାନ ସମାରୋହ ଉତ୍ସବକୁ ବିଶେଷ ମାନ୍ୟତା ଦେଇଥିଲା।
ପରେ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜଣାଇ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତରେ ସଭାର ଶୁଭାରମ୍ଭ ହୋଇଥିଲା।

