ନୂଆପଡ଼ା -୯/୩ (ମାରାଗୁଡ଼ା ଏକ୍ସପ୍ରେସ) ନୂଆପଡ଼ା ଜିଲ୍ଲାରୁ ୭୪ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ “ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ” -୨୦୨୬ ମାଧ୍ୟମରେ ଗତକାଲି ଅପରାହ୍ନରେ ପୁରୀ ଶ୍ରୀମନ୍ଦିର ଦର୍ଶନ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ଏ ଅବସର ରେ ନୂଆପଡ଼ା …
Maraguda Express
-
-
ନୂଆପଡା -୯/୩-(ମାରାଗୁଡ଼ା ଏକ୍ସପ୍ରେସ) ନୂଆପଡ଼ା ଜିଲ୍ଲାରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଏକ କବିତା ପାଠୋତ୍ସବ ସ୍ଥାନୀୟ ସଦଭାବନା ସଭାଗୃହରେ ଆୟୋଜିତ ହୋଇଯାଇଛି। ସମାରୋହରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ …
-
ନୂଆପଡା -୮/୩ – ନୂଆପଡା ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ–୨୦୨୬ , ସ୍ଥାନୀୟ କ୍ଲବ୍ ପଡ଼ିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି …
-
ନୂଆପଡ଼ା -୮/୩- ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିଵସ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ପ୍ରଜ୍ଞା ପାରମିତା ମହାପାତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, …
-
ନୂଆପଡ଼ା -୮/୩- ଆଜି ଆନ୍ତର୍ଜାତିକ ମହିଳା ଦିବସ । ନାରୀ ଶକ୍ତିର ସମ୍ମାନ – ପ୍ରଗତିର ସଂକଳ୍ପ ମହିଳାଙ୍କ ସମ୍ମାନ, ସ୍ୱାବଲମ୍ବନ ଏବଂ ସଶକ୍ତିକରଣ ପାଇଁ ନିରନ୍ତର ସମର୍ପିତ ଓଡ଼ିଶାର ଜନପ୍ରିୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ କାର୍ଯ୍ୟ ପ୍ରକୃତପକ୍ଷେ …
-
ରାଜ୍ୟ
ଏନଏସି ଅଧ୍ୟକ୍ଷା ଖରିଆର ରୋଡ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ୍ କରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉପରେ ଆଲୋଚନା କଲେ।
ନୂଆପଡ଼ା -୮/୩- ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଭୁବନେଶ୍ୱର ସରକାରି ଗସ୍ତ ରେ ଯାଇଥିଲେ। ଏ ଅବସର ରେ ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ସହ ଖରିଆର ରୋଡ ନଗର ର ଲୋକପ୍ରିୟ ଏନଏଏସି ଅଧ୍ୟକ୍ଷା ଡାକ୍ତର …
-
ରାଜ୍ୟ
ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତପଞ୍ଚବିଂଶତି ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ।
ବରଗଡ-୮/୩- ବରଗଡ ଜ଼ିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଶତପଞ୍ଚବିଂଶତି ଜୟନ୍ତୀ ମହୋତ୍ସବ ପାଳନ ପାଇଁ ବର୍ତ୍ତମାନ ଜୋରସୋର ରେ ପ୍ରସ୍ତୁତି ଚାଲିଛି l ବିଶେଷ କରି ଏହି ବିଦ୍ୟାଳୟ …
-
ରାଜ୍ୟ
ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ଵାରା ପ୍ରଚଳିତ ଆଶା ଯୋଜନା ଅନ୍ତର୍ଗତ ବାଲ୍ୟ ବିବାହ ନିରାକରଣ ସମ୍ବନ୍ଧୀୟ ସଚେତନତା ଶିବିର।
ନୂଆପଡ଼ା -୭/୩ – ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସିନାପାଲି ବ୍ଲକର ହାତିବନ୍ଧା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ଵାରା ପ୍ରଚଳିତ ଆଶା ଯୋଜନା ଅନ୍ତର୍ଗତ ବାଲ୍ୟ ବିବାହ ନିରାକରଣ ସମ୍ବନ୍ଧରେ ଏକ ଆଇନ ସଚେତନତା …
-
ନୂଆପଡା -୭/୦୩- (ସୁରେନ୍ଦ୍ର ତିୱାରୀ ) କେନ୍ଦ୍ର ଗୃହ ଓ ସମବାୟ ବିଭାଗ ମନ୍ତ୍ରୀ ଅମିତ ଶାହ ଆଭାସୀ ମାଧ୍ୟମରେ ନୂଆପଡାରେ ଏକ ନୂତନ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ …
-
ରାଜ୍ୟ
ନୂଆପଡ଼ା ଜିଲ୍ଲା ର ଦୁଇ ଜଣ ଡିଏମଡି ଆକ୍ରାନ୍ତ ଭିନ୍ନକ୍ଷମଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ଦଶଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ।
ନୂଆପଡା -୭/୦୩ -ନୂଆପଡ଼ା ଜିଲ୍ଲାର ଦୁଇ ଜଣ ଡି ଏମ୍ ଡି ଆକ୍ରାନ୍ତ ଭିନ୍ନକ୍ଷମ ଙ୍କ ଅଭିଭାବକ ଙ୍କୁ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ପ୍ରଦାନ କରିଛନ୍ତି …