ନୂଆପଡ଼ା -୨୦/୦୯- (ମାରାଗୁଡ଼ା ଏକ୍ସପ୍ରେସ୍): ରାଜ୍ୟର ଲୋକପ୍ରିୟ ସାହାଣୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଏଥର ନୂଆପଡ଼ାରେ ଆୟୋଜିତ ହେବାକୁ ଯାଉଛି। ଏ ସମ୍ପର୍କରେ ନୂଆପଡ଼ା ଜିଲ୍ଲା ସଦର ବ୍ଳକ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ନୂଆପଡ଼ା ଫୁଟବଲ୍ ସଂଘ ତରଫରୁ ଏକ …
Maraguda Express
-
-
ନୂଆପଡ଼ା -୨୦/୦୯- ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଲା ଗ୍ରାମର ବହୁଚର୍ଚ୍ଚିତ ୪ ଏକର ୪୦ ଡିସିମିଲ ଜମି ଜାଲିଆତି ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଏପର୍ଯ୍ୟନ୍ତ ମୋଟ ୯ ଜଣଙ୍କୁ ଗିରଫ …
-
ରାଜ୍ୟ
ବିଶିଷ୍ଟ ଶିକ୍ଷାବିତ୍ ତଥା ସଙ୍ଗୀତଜ୍ଞ ଡ. ସୁପ୍ରିୟୋ ଚାଟ୍ଟାର୍ଜୀଙ୍କ ଅକାଳ ବିୟୋଗ: ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶୋକ ସଭା।
ନୂଆପଡ଼ା-୧୯/୦୯- ଖଡ଼ିଆଳ ମହାବିଦ୍ୟାଳୟର ପୂର୍ବତନ ଇଂରାଜୀ ପ୍ରାଧ୍ୟାପକ ତଥା ଅଧ୍ୟକ୍ଷ, ବିଶିଷ୍ଟ ଶିକ୍ଷାବିତ୍ ଏବଂ ସଙ୍ଗୀତଜ୍ଞ ସ୍ୱର୍ଗତ ଡ. ସୁପ୍ରିୟୋ ଚାଟ୍ଟାର୍ଜୀଙ୍କର ଅକାଳ ବିୟୋଗ ଘଟିଛି। ତାଙ୍କର ଏହି ବିୟୋଗରେ ସମଗ୍ର ଖଡ଼ିଆଳ ଅଞ୍ଚଳ ତଥା ଶିକ୍ଷା ଜଗତରେ ଗଭୀର ଶୋକର …
-
ନୂଆପଡ଼ା-୧୯/୦୯-କୋମନା ବ୍ଲକ ଅନ୍ତର୍ଗତ କାଣ୍ଡେତରା ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସୁର୍ମି ସୋରେନ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. …
-
ନୂଆପଡ଼ା-୧୯/୦୯- ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରଭାବଶାଳୀ ନେତୃତ୍ୱ ଓ ଦୃଢ଼ ଦିଗଦର୍ଶନରେ ନୂଆପଡ଼ା ଜିଲ୍ଲାରେ ‘ସ୍ୱଚ୍ଛତା ହିଁ ସେବା–୨୦୨୬’ ଅଭିଯାନ ଦିନକୁ ଦିନ ଏକ ବ୍ୟାପକ ଜନଆନ୍ଦୋଳନର ରୂପ ନେଉଛି। ସ୍ୱଚ୍ଛତାକୁ କେବଳ ଏକ ଦିବସୀୟ କାର୍ଯ୍ୟକ୍ରମରେ ସୀମିତ ନରଖି ଏହାକୁ …
-
ନୂଆପଡ଼ା – ୧୮/୦୯- ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ତଥା ପ୍ରଶାସନିକ ସେବାକୁ ଅଧିକ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ କୋମନା ବ୍ଲକ ପରିସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ …
-
ରାଜ୍ୟ
ନୂଆପଡ଼ାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିବସ ଅବସରରେ ‘ସେବା ସଂକଳ୍ପ ଅଭିଯାନ’ ଏବଂ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଅନୁଷ୍ଠିତ।
ନୂଆପଡ଼ା -୧୮/୦୯-ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସକୁ ସ୍ମରଣୀୟ କରିବା ପାଇଁ ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହୋଇଛି ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’। ଏହି ଅବସରରେ ଜିଲ୍ଲା ସଦର ମହକୁମାସ୍ଥିତ ଐତିହାସିକ ଶ୍ରୀ ହନୁମାନ ମନ୍ଦିର ପରିସରରେ ଜିଲ୍ଲାସ୍ତରୀୟ ‘ଆଶୀର୍ବାଦର …
-
ରାଜ୍ୟ
ନୂଆପଡ଼ା ଜିଲ୍ଲାପାଳଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ : ବିଭିନ୍ନ ୱାର୍ଡ ବୁଲିବା ସହ ସ୍ୱାସ୍ଥ୍ୟସେବାର ସମୀକ୍ଷା।
ନୂଆପଡ଼ା ୧୮/୦୯- ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ପରିଦର୍ଶନ କରି ଚିକିତ୍ସାଳୟର ବିଭିନ୍ନ ୱାର୍ଡ ବୁଲି ରୋଗୀସେବା, ସ୍ୱଚ୍ଛତା, ପରିମଳ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ଅସ୍ଥିଶଲ୍ୟ, ସର୍ଜରୀ …
-
ପାଇକମାଲ – ୧୬/୦୯ -ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ୍ ଅନ୍ତର୍ଗତ ଛିନ୍ଦେଇକେଲ ଗ୍ରାମସ୍ଥିତ ରାଇଜିଂ ଷ୍ଟାର କ୍ରିକେଟ୍ କ୍ଲବ ପକ୍ଷରୁ ଚଳିତ ବର୍ଷର କ୍ରିକେଟ୍ ଟୁର୍ନାମେଣ୍ଟ ଆୟୋଜନ ନେଇ ଏକ ସଭା ଅନୁଷ୍ଠିତ ହୋଇଛି। କ୍ଲବର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ …
-
ନୂଆପଡ଼ା- ୧୬/୦୮- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ସିନାପାଲିରେ ଭାଇଚାରା, ସାଂସ୍କୃତିକ ପରମ୍ପରା ଓ ଉତ୍ସବର ଅନନ୍ୟ ମାହୋଲ ଦେଖିବାକୁ ମିଳିଛି। ନୂଆଁଖାଇ ଦିନ ସିନାପାଲି କାପସି ସ୍ଥିତ କେପି ବାଟିକା ପରିସରରେ ଭବ୍ୟ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ …