Home ରାଜ୍ୟଓପିଏସସି ରେ ୮ ନମ୍ବର ରେଙ୍କ ପାଇଲେ ଦିପ୍ତିମୟୀ ଦଣ୍ଡସେନା।

ଓପିଏସସି ରେ ୮ ନମ୍ବର ରେଙ୍କ ପାଇଲେ ଦିପ୍ତିମୟୀ ଦଣ୍ଡସେନା।

by Maraguda Express
0 comments

ବୋଡ଼େନ -୧୦/୧ (ଜଗତ ରାମ ଦଣ୍ଡସେନା ) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ର ବୋଡେ଼ନ ର କାଶୀରାମ ଦଣ୍ଡସେନା ଓ ସୁକାନ୍ତି ଦଣ୍ଡସେନା ଙ୍କ ସୁପୁତ୍ରୀ ଦିପ୍ତିମୟୀ ଦଣ୍ଡସେନା ଓ ପି ଏସ ସି ରେ ୮ ନମ୍ବର ରେଙ୍କ ରେ ଉତ୍ତୀର୍ଣ୍ଣ ହୋଇ ଗଣିତ ଜୁନିଅର ଅଧ୍ୟାପକ ରେ ପାଇଛନ୍ତି l ସେ ଗୁଣପୁର ଗିଏତ ରେ ସ୍ନାତୋକତ୍ତର ପଢ଼ି ଥିଲେ l ଏ ଖବର ଅଞ୍ଚଳ ରେ ବ୍ୟାପିବା ପରେ ସମ୍ପର୍କୀୟ ଓ ଜଣାଶୁଣା ମହଲ ରୁ ଅଭିନନ୍ଦନ ର ସୁଅ ଆସିବାରେ ଲାଗିଛି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha