Home ରାଜ୍ୟଖଇରା କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ

ଖଇରା କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ

by Maraguda Express
0 comments

ଖଇରା କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ
ନୂଆପଡା -୧୯/୭ (ସୁରେନ୍ଦ୍ର ତିୱାରୀ ) ବୋଡେ଼ନ ବ୍ଲକର ଖଇରା ସରକାରୀ ଉପ୍ରା ବିଦ୍ୟାଳୟ ରେ ସିଆରସିସି ଉତ୍ତମ ପ୍ରସାଦ ମହାଉତିଙ୍କର ଆହ୍ୱାନ କ୍ରମେ କ୍ଲଷ୍ଟର ସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ଣ୍ଣ କୈବର୍ତ୍ତ, ନିହାରିକା ନାୟକ, ନବବସନ୍ତ ଯୋଷୀ, ଫମାଶାଇ ମାଝୀ ଜିତେନ୍ଦ୍ର ପଣ୍ଡା, ସଞ୍ଜୟ ଖମାରୀ, ଗୋଲକ ମେହେର,ଚନ୍ଦନ ମାଝୀ, ପ୍ରମୁଖ ଉପସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କ ଶେକ୍ଷିକ ସ୍ଥିତିର ଉନ୍ନତି ଆଣିବାପାଇଁ ଶିକ୍ଷକ ମାନଙ୍କୁ ତାଲିମ ଓ ଶିକ୍ଷଦାନ ର ପଦ୍ଧତି କୁ ଶିକ୍ଷକ ମାନଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଛି ।ତତ ସାଙ୍ଗେ ନବନିଯୁକ୍ତ ସିଆରସିସି ଙ୍କୁ ସ୍ୱାଗତ ଜଣାଇ ବିଦାୟୀ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ସଭାପତି ନିହାରିକା ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l ବଇଦ ଦଲ, କ୍ଷୀରସିନ୍ଧୁ ମାଝୀ,କମଳା ଦୁରିଆ ସମେତ ସମସ୍ତ ଶିକ୍ଷକ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha