Home ରାଜ୍ୟଖଇରା ଛକ ରେ ଯାତ୍ରୀଙ୍କ ପାଇଁ ଯାତ୍ରୀ ବିଶ୍ରାମ ଗାର ନାହିଁ।

ଖଇରା ଛକ ରେ ଯାତ୍ରୀଙ୍କ ପାଇଁ ଯାତ୍ରୀ ବିଶ୍ରାମ ଗାର ନାହିଁ।

by Maraguda Express
0 comments

ବୋଡେ଼ନ -୨୪/୯ (ଜଗତରାମ ଦଣ୍ଡସେନା) ବୋଡେ଼ନ ବ୍ଲକର ବିଜୁ ଏକ୍ସପ୍ରେସ ଫୋର ୱେ ଖଇରା ଛକ ରେ ଯାତ୍ରୀ ବିଶ୍ରାମ ଗାର ନଥିବାରୁ ଲୋକେ ବର୍ଷା ଖରା ରେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏହା ଚାରିଛକ ହୋଇଥିବାରୁ ବିଭିନ୍ନ ଗ୍ରାମରୁ ଲୋକେ ନୂଆପଡା, ଖରିଆର, ବୋଡେ଼ନ, ଓ ସିନାପାଲି ପଟକୁ ଯା ଆସ କରନ୍ତି, ହେଲେ ଯାତ୍ରୀ ବିଶ୍ରାମ ଗାର ନଥିବାରୁ ଖରା ବର୍ଷାରେ ହନ୍ତସନ୍ତ ହେଉଥିବା ଦେଖାଯାଇଛି l ଏଣୁ ବିଭାଗୀୟ କର୍ତୃ ପକ୍ଷ ଉପରୋକ୍ତ ସମସ୍ୟା ପ୍ରତି ଦୃଷ୍ଟି ଦେଇ ସମସ୍ୟାର ଆଶୁ ସମାଧାନ କରିବାକୁ ସାଧାରଣ ରେ ଦୃଢ଼ ଦାବୀ ହେଉଛି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha