10
ନୂଆଦିଲ୍ଲୀ ଠାରେ ବିଜେପି ରାଷ୍ଟ୍ରିୟ ଅଧକ୍ଷ ନିତିନ ନବୀନ ଙ୍କୁ ସାକ୍ଷାତ୍ କଲେ ଡ଼ଃ ସୋନିଆ ଜୈନ।
previous post

ନୂଆପଡ଼ା -୨୦/୩ – ନୂଆ ଦିଲ୍ଲୀ ପ୍ରବାସ ସମୟରେ ଭାରତୀୟ ଜନତା ପାର୍ଟି (ବିଜେପି) ର ଯଶସ୍ୱୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଙ୍କ ସହ କେନ୍ଦ୍ରୀୟ ବିଜେପି କାର୍ଯ୍ୟାଳୟରେ ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଡାଃ ସୋନିଆ ଜୈନ ଙ୍କ ସୌଜନ୍ୟ ମୂଳକ ସାକ୍ଷାତ୍ ହୋଇଯାଇଛି।
