15

ନୂଆପଡ଼ା -୨୫/୦୩ – ଗତ ବର୍ଷ ନୂଆପଡ଼ା ବିଧାନସଭା ଉପ-ନିର୍ବାଚନ–୨୦୨୫ର ସଫଳ ପରିଚାଳନା ପାଇଁ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ ୧୦୮ ଜଣ କର୍ମଚାରୀଙ୍କୁ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରିଛନ୍ତି।

