Home ରାଜ୍ୟନୂଆପଡ଼ା ଉପ ନିର୍ବାଚନ ପାଇଁ ଆଜି ୬ ଜଣ ପ୍ରାର୍ଥୀ ନେଲେ ପ୍ରାର୍ଥୀପତ୍ର l

ନୂଆପଡ଼ା ଉପ ନିର୍ବାଚନ ପାଇଁ ଆଜି ୬ ଜଣ ପ୍ରାର୍ଥୀ ନେଲେ ପ୍ରାର୍ଥୀପତ୍ର l

ଉପଜିଲ୍ଲାପାଳ ତଥା ଇ ଆର୍ ଓ ଙ୍କ କାର୍ଯ୍ୟାଳୟରୁ ସମୁଦାୟ ୯ ଗୋଟି ଫର୍ମ ବିକ୍ରି ହେଲା l

by Maraguda Express
0 comments

ନୂଆପଡା – ୧୪/୧୦ (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ବିଧାନସଭା ଉପ ନିର୍ବାଚନ ପାଇଁ ଆଜି ୬ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ନେଇଛନ୍ତି l ଗତକାଲି ୩ ଟି ମିଶାଇ ,ସମୁଦାୟ ୯ ଗୋଟି ଫର୍ମ ଉପଜିଲ୍ଲାପାଳ ତଥା ଇ ଆର୍ ଓ , ନୂଆପଡାଙ୍କ କାର୍ଯ୍ୟାଳୟରୁ ବିକ୍ରି ହୋଇଥିବା ସୂଚନା ମିଳିଛି l ଆଜି ଫର୍ମ ନେଇଥିବା ପ୍ରାର୍ଥୀ ମାନେ ହେଲେ -୧.କିଶୋର ବାଗ, ଖଡିଆଳ, ୨.ଦିଗପାଳ ନାଗ, କିରେକେଲା, ୩.ଘାସିରାମ ମାଝୀ, ନୂଆପଡ଼ା ୪.ଆଶ୍ରୟ ମହାନନ୍ଦ,ମେଣ୍ଡଳିପାଳି ବିରମହାରାଜପୁର, ସୁବର୍ଣ୍ଣପୁର ଜିଲ୍ଲା ୫.ପୁନମ କୁମାର ସାହୁ, ନୂଆପଡା, ୬ କମଲ କୁମାର ଛତ୍ରିଆ, କପଲାଭଟା, ବଙ୍ଗୋମୁଣ୍ଡା , ବଲାଙ୍ଗୀର ଜିଲ୍ଲା ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha