Home ରାଜ୍ୟନୂଆପଡା ଜିଲ୍ଲାବିଜେପି ମହିଳା ମୋର୍ଚ୍ଚା ର ସମ୍ପାଦିକା ହେଲେ ସଂଗୀତା ମାଝି।

ନୂଆପଡା ଜିଲ୍ଲାବିଜେପି ମହିଳା ମୋର୍ଚ୍ଚା ର ସମ୍ପାଦିକା ହେଲେ ସଂଗୀତା ମାଝି।

by Maraguda Express
0 comments

ବୋଡ଼େନ – ୩୧/୧୨(ଜଗତରାମ ଦଣ୍ଡସେନା) ଭାରତୀୟ ଜନତା ପାର୍ଟି ଓଡିଶାର ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ଅନୁମୋଦନ କ୍ରମେ ନୂଆପଡା ଜିଲ୍ଲାର ବିଜେପି ର ପ୍ରଭାରୀ ମାନଙ୍କ ତାଲିକା ବୁଧବାର ପ୍ରକାଶ ପାଇଛି l ବୋଡେ଼ନ ବ୍ଲକ ଉପାଧ୍ୟାକ୍ଷା ସଂଗୀତା ମାଝି ଙ୍କୁ ଭାରତୀୟ ଜନତା ପାର୍ଟି ର ମହିଳା ମୋର୍ଚ୍ଚା ର ସମ୍ପାଦିକା ଭାବେ ମନୋନୀତ କରାଯାଇଛି l ଏଖବର ଶୁଣିଲା ପରେ ବୋଡେ଼ନ ଅଞ୍ଚଳରେ ଆନନ୍ଦ ଖେଳି ଯାଇଛି। ଏ ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲ ରୁ ଶ୍ରୀମତୀ ମାଝି ଙ୍କୁ ଶୁଭେଚ୍ଛା ବାର୍ତ୍ତା ର ସୁଅ ଛୁଟିଛି । ନିମ୍ନ ରେ ତାଲିକା ଲିଷ୍ଟ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha