Home ରାଜ୍ୟବୋଡେ଼ନ ବସ ଷ୍ଟାଣ୍ଡ ଉପରେ ଇଲେଭେନ କେଭି ବିଜୁଳି ତାର, ବିପଦ ସଙ୍କୁଳ – ଅଘଟନ ଘଟାଇ ପାରେ।

ବୋଡେ଼ନ ବସ ଷ୍ଟାଣ୍ଡ ଉପରେ ଇଲେଭେନ କେଭି ବିଜୁଳି ତାର, ବିପଦ ସଙ୍କୁଳ – ଅଘଟନ ଘଟାଇ ପାରେ।

by Maraguda Express
0 comments

ବୋଡ଼େନ -୦୧/୪- (ଜଗତରାମ ଦଣ୍ଡସେନା) ବୋଡେ଼ନ ଏକ ବ୍ୟସ୍ତ ବହୁଳ ବ୍ୟବସୟିକ ପେଣ୍ଠ ସ୍ଥଳୀ , ଯେଉଁଠି ଅନେକ ଗାଡି ମଟର ଆତଯାତ କରିଥାଏ l ବସଷ୍ଟାଣ୍ଡ ରେ ପୂର୍ଣ୍ଣ ଚନ୍ଦ୍ର ଦଣ୍ଡସେନା ଙ୍କ ଘର ଉପରେ ଓ ରାସ୍ତା ଉପରେ ଏଲେଭେନ କେବି ବିଜୁଳି ତାର ବିପଦ ସଙ୍କୁଳ ଅବସ୍ଥାରେ ଖୋଲା ତାର ତଳକୁ ଝୁଲୁଛି, ଯାଫଳରେ କେତେ ବେଳେ ଜେ ଅଘଟନ ନଘାଟିବ କହିହେବନି । ଏଣୁ ବିଜୁଳି ବିଭାଗ ତାରରେ କେବୁଲ ବା କଭର ଲଗେଇ ବାକୁ ସାଧାରଣରେ ଦୃଢ଼ ଦାବୀ ହେଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha