87

ନୂଆପଡ଼ା -୧୧/୯ (ସୁରେନ୍ଦ୍ର ତିୱାରୀ) ଆଜି ନୂଆପଡା ନଗର ମଣ୍ଡଳ ର ସେବା ପକ୍ଷ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ ଭାଜପା ଜିଲ୍ଲା କର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇଥିଲା।ଉପରୋକ୍ତ ବୈଠକରେ ସେବା ପକ୍ଷ ପାଳନ କରିବା ନିମନ୍ତେ ବିଭିନ୍ନ ଦିଗ ଉପରେ ଆଲୋଚନ କରି କାର୍ଯ୍ୟକର୍ତ୍ତା ଙ୍କୁ ବିଶଦ ରୂପେ ବୁଝାଇ ଦିଆଯାଇଥିଲା। ଉକ୍ତ ପ୍ରସ୍ତୁତି ବୈଠକ ରେ ଜିଲ୍ଲା ସଭାପତି କମଲେଶ ଦିକ୍ଷୀତ,କୃଷକ ମୋର୍ଚ୍ଚା ସଭାପତି ଗୋବର୍ଦ୍ଧନ ସାହୁ,ଜିଲ୍ଲା କୋଡ଼ିନେଟର ପ୍ରକାଶ କଳାର,ନଗର ସଭାପତି ସଦାନନ୍ଦ ଯୋଶୀ,ଯୋଗେଶ୍ୱର ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ, ଯୋଗେଶ୍ୱର ମଣ୍ଡଳ ସାଧାରଣ ସମ୍ପାଦକ ମିଳନ ପଣ୍ଡା,ବିଜୟ ଚନ୍ଦ୍ରପାର,ମହାନ୍ ପଟେଲ, ମୃତ୍ୟୁନଞ୍ଜୟ ପଣ୍ଡା,ସାବିତ୍ରୀ ସାହୁ,ସବିତା ଜେନା, ବେବି ନାଜ,ପୂଜା,ଆଲୋକ ଧଳ,ବୁଲୁ ନାୟକ, ଅଭିଷେକ ପଣ୍ଡା, ହେମକୁମାର ସାହୁ,ଅଜିତ ସୁନା,ଆନନ୍ଦ ସାହୁ,ସନ୍ତୋଷ ଦଣ୍ଡସେନା,ଚନ୍ଦ୍ରଭାନୁ ରଣା,ଗୋପୀ ରଣା, ବୋଧନ ରଣା ପ୍ରମୁଖ ଉପସ୍ଥିତ ଥିଲେ।