Home ରାଜ୍ୟଧର୍ମପରାୟଣା ମହିଳାଙ୍କ ପରଲୋକ

ଧର୍ମପରାୟଣା ମହିଳାଙ୍କ ପରଲୋକ

by Maraguda Express
0 comments

ବୋଡ଼େନ -୨୨/୮(ଜଗତ ରାମ ଦଣ୍ଡସେନା ) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମର ଗୋହେରାପଦର ପଡ଼ାର ଲମ୍ବୋଦର ମାଝିଙ୍କଧର୍ମପତ୍ନୀ କ୍ଷୀର ମାଝୀଙ୍କ ଗତ ସନ୍ଧ୍ୟା ବୁଧବାର ରେ ସ୍ବର୍ଗବାସ ହୋଇଯାଇଛି l ସେ ବହୁଦିନରୁ ଗଣ୍ଠିବାତ ଜନିତ ରୋଗରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ, କାଲି ତାଙ୍କୁ ଜ୍ୱର ହେବାରୁ ଖଡ଼ିଆଳ ଡାକ୍ତର ଖାନାକୁ ନିଆଯାଇଥିଲା, ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା l ତାଙ୍କର ଏକମାତ୍ର ଝିଅ କୁନ୍ତୀ ବିବାହିତା ଅଛନ୍ତି । ବନ୍ଧୁ କୁଟୁମ୍ବ ସାଙ୍ଗେ ଆଜି ଅନ୍ତିମ ସଂସ୍କାର ଗାଁ ମଶାଣିରେ କରିଥିବାସୂଚନା ମିଳିଛି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha