Home ରାଜ୍ୟବୋଡ଼େନ ବ୍ଲକ: ମଶାନମୁଣ୍ଡା ରେ ବର୍ଷାର ତାଣ୍ଡବ, ଧୋଇନେଲା ଦଶ ହେକ୍ଟର ଜମିର ଧାନ ଫଶଲ

ବୋଡ଼େନ ବ୍ଲକ: ମଶାନମୁଣ୍ଡା ରେ ବର୍ଷାର ତାଣ୍ଡବ, ଧୋଇନେଲା ଦଶ ହେକ୍ଟର ଜମିର ଧାନ ଫଶଲ

by Maraguda Express
0 comments

ବୋଡେ଼ନ – ୩/୧୦ (ଜଗତ ରାମ ଦଣ୍ଡସେନା) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମର ମାସାନମୁଡା ର ଗରିବ କୋଡିଏ ଜଣ ଚାଷୀଙ୍କ ୧୦ ହେକ୍ଟର ଜମିରେ ଗତ ୫ ଦିନ ରୁ ତୁହା କୁ ତୁହା ବର୍ଷା ଫଳ ରେ ନାଳ ର ବଢ଼ି ପାଣି ମାଡି ଯାଇଛି ।ଯା ଫଳ ରେ ଚାଷୀଙ୍କର ଫଶଲ ନଷ୍ଟ ହୋଇ ଯାଇଥିବାରୁ ଅକାଳ ଚଡକ ପଡିଛି। ଏଣୁ ପ୍ରଶାସନ ତଦନ୍ତ କରି ଶୀଘ୍ର ଫସଲ ର କ୍ଷୟ କ୍ଷତି ଆକଳନ କରି ଭରଣା ଦେବାକୁ ଚାଷୀକୁଳ ତରଫରୁ ଦୃଢ ଦାବୀ ହେଉଛି । ବନ୍ୟାପାଣି ଏତେ ପ୍ରବଳ ସ୍ରୋତ ଥିଲା ଯେ ଘର ଭିତରକୁ ପାଣି ମାଡି ଯାଇଥିଲା ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha