Home ରାଜ୍ୟକୋମନା ସ୍ନାତକ ମହାବିଦ୍ୟାଳୟ ରେ ପ୍ଲାଷ୍ଟିକ ବର୍ଜନ ସଚେତନତା ଅଭିଯାନ।

କୋମନା ସ୍ନାତକ ମହାବିଦ୍ୟାଳୟ ରେ ପ୍ଲାଷ୍ଟିକ ବର୍ଜନ ସଚେତନତା ଅଭିଯାନ।

by Maraguda Express
0 comments
ନୂଆପଡ଼ା -୮/୧(ସୁରେନ୍ଦ୍ର ତିୱାରୀ) ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ କୋମନାର ଏନ୍.ଏସ୍.ଏସ୍. କାର୍ଯ୍ୟକ୍ରମ ଅଧିକାରୀ ନଳିନୀକାନ୍ତି ସା ଙ୍କ ଅଧ୍ୟକ୍ଷତା ରେ ଆଜି ମହାବିଦ୍ୟାଳୟ ରେ ଏକକ୍ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ପରିସର କାର୍ଯକ୍ରମ କରାଯାଇଥିଲା । ଏଥିରେ ସମସ୍ତ ସ୍ଵେଚ୍ଛାସେବୀ ମହାବିଦ୍ୟାଲୟ ପରିସର ଭ୍ରମଣ କରି ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ପ୍ଲାଷ୍ଟିକ ମୁକ୍ତ ପରିସର ବିଷୟ ରେ ସଚେତନ କରିଥିଲେ ଏବଂ ମହାବିଦ୍ୟାଳୟ ମଧ୍ୟରେ ଥିବ ସମସ୍ତ ପ୍ଲାଷ୍ଟିକ ଆବର୍ଜନା କୁ ସଂଗ୍ରହ କରାଯାଇଥିଲା। ଉପରୋକ୍ତ କାର୍ଯ୍ୟକ୍ରମ ସଞ୍ଚାଳନ ରେ ଅମିତ୍ ରାଉତ, ଡୋଲାମଣୀ ଭୋଇ,ଲକ୍ଷ୍ମଣ ଥପା,ମନୋହର ନାଗ, ସିବସାଗର ହଂସ ଓ ଜସ୍ମିନ ସାହୁ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha