ବୋଡେ଼ନ -୧୬/୮ (ଜଗତ ରାମ ଦଣ୍ଡସେନା) ଆସନ୍ତା ଶାରଦୀୟ ନବରାତ୍ରି ରେ ମାଁ ଦୂର୍ଗା ଙ୍କ ପୁଜନୋତ୍ସବ ପାଇଁ ବୋଡେ଼ନ ବ୍ଲକ ଖଇରା ଠାରେ ୨୭ତମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକ ଟି ମଝିଆ ମାଝୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ସଭାପତି ପଦ୍ମନ ଦଣ୍ଡସେନା, ଉପସଭାପତି ହିତେଶ, ସମ୍ପାଦକ ଉପେନ୍ଦ୍ର ବାଗ, ଶହ ସମ୍ପାଦକ ବିଷ୍ଣୁ ଦଲ, କେସିୟର ନରେନ୍ଦ୍ର ଦଣ୍ଡସେନା, ନିଜନିଜ ମତାମତ ଶହ ଗତବର୍ଷ ର ଆୟୋବ୍ୟୟ ର ଅଟକଳ ପଠନ କରିଥିଲେ । ସଭାରେ ଭୁବନେଶ୍ୱର ରାଉତ, ଚନ୍ଦ୍ରଧ୍ଵଜ ମାଝୀ, ଚନ୍ଦ୍ରମଣି ଦଣ୍ଡସେନା, ଜଗନ୍ନାଥ ଦଣ୍ଡସେନା, ପୁରନ୍ଦର ମାଝୀ, ହିତେଶ ଦୁରିଆ, ରାଜେନ୍ଦ୍ର ରାଉତ, ଅଶୋକ କୁମାର ଦଣ୍ଡସେନା, ବଇଦ ଦଲ, ମଙ୍ଗଳସିଂ ମାଝୀ, ଅନାମ ଦଲ, ମୋତିରାମ ଦଲ, ଭଗବାନ ଦଣ୍ଡସେନା, ଦଶମୁ ପଟେଲ,ଜଗତରାମ ଦଣ୍ଡସେନା, ଟୁଲୁ ଦଣ୍ଡସେନା, ଦୀନେଶ ଦଣ୍ଡସେନା, ନନ୍ଦଲାଲ ଦଣ୍ଡସେନା, ବିଦ୍ୟା ଧର ଦଣ୍ଡସେନା, ଚିତ୍ରସେନ ଦାସ, ଈଶ୍ବର ଦଣ୍ଡସେନା, ଦୁଃର୍ଜନ ଦଲ ପ୍ରମୁଖ ଉପସ୍ଥିତ ରହି ନିଜନିଜ ସୁଚିନ୍ତିତ ମତାମତ ପ୍ରଦାନ କରି ଥିଲେ ।
ଖଇରା: ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ
108
previous post