29
ନୂଆପଡ଼ା -୨/୩- ଖରିଆର ରୋଡ଼ ନଗରପାଳିକା ଦ୍ୱାରା ପ୍ରସ୍ତାବିତ ଟର୍ଫ କ୍ରିକେଟ୍ ଗ୍ରାଉଣ୍ଡ ଏବଂ ସ୍ୱିମିଂ ପୁଲ୍ ନିର୍ମାଣ କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟା ନଗରପାଳିକା ଅଧ୍ୟକ୍ଷା ଡଃ ସୋନିଆ ଜୈନଙ୍କ ଅଧ୍ୟକ୍ଷତାରେ ସଫଳତାପୂର୍ବକ ସମ୍ପନ୍ନ ହୋଇଛି। ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ସରକାରୀ ନିୟମାବଳୀର ପାଳନ କରି ଲଟେରୀ ପ୍ରକ୍ରିୟା ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ସମ୍ପନ୍ନ କରାଯାଇଛି।