27
ଜିଲ୍ଲାର ଏକ କୀର୍ତ୍ତିରାଜି ଭାବେ ମାରାଗୁଡ଼ା ମହୋତ୍ସବ ପୂର୍ବରୁ ସ୍ୱର୍ଗତ ମନ୍ତ୍ରୀ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତି ପୁନଃସ୍ଥାପିତ ହେବା ଆବଶ୍ୟକ ବୋଲି ସାଧାରଣ ରେ ଦାବି ହେଉଛି ।
ନୂଆପଡ଼ା -୨/୩ – ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ବ୍ୟସ୍ତ ବହୁଳ ଏକତା ଛକ ଠାରେ ସ୍ଥାପିତ ସ୍ୱର୍ଗତ ମନ୍ତ୍ରୀ ଘାସିରାମ ମାଝି ଙ୍କ ପ୍ରତିମୂର୍ତ୍ତି ଜିଲ୍ଲାର ପ୍ରତ୍ୟେକ ଛୋଟ ବଡ଼ କାର୍ଯ୍ୟକ୍ରମରେ ମାଲ୍ୟାର୍ପଣ ପରେ ଶୁଭାରମ୍ଭ ହୋଇଥାଏ।