Home ରାଜ୍ୟଛୋଟ କୁଡ଼ିଆରେ ବିତୁଛି ଜୀବନ, ପ୍ରଧାନ ମନ୍ତ୍ରୀ ଆବାସ ପାଇଁ ପ୍ରଶାସନ କୁ ଦାବୀ।

ଛୋଟ କୁଡ଼ିଆରେ ବିତୁଛି ଜୀବନ, ପ୍ରଧାନ ମନ୍ତ୍ରୀ ଆବାସ ପାଇଁ ପ୍ରଶାସନ କୁ ଦାବୀ।

by Maraguda Express
0 comments
ବୋଡ଼େନ – ୨୭/୨ (ଜଗତ ରାମ ଦଣ୍ଡସେନା ) ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମରେ କୁଳିମଜୁରୀ କରି ଦିନ ବିତାଉଛନ୍ତି ଏକ ଗରିବ ପରିବାର।  ଟିକେଶ୍ୱରି ଦଣ୍ଡସେନା ଓ ସ୍ବାମୀ ରୁପସୀଙ୍ଗ ଦଣ୍ଡସେନା, ସାଥିରେ ରହନ୍ତି ବୃଦ୍ଧ ମାତା ପିତା । ମୁଣ୍ଡ ଗୁଞ୍ଜିବାକୁ  ନିଜ ପରିଶ୍ରମରେ ଆଜ ବେଷ୍ଟସ ଘରେ ଦିନବିତେ,ତାହା ପୁଣି ଫାଟି ଆଁ କଲାଣି। ପ୍ରଶାସନ କୁ ଗୁହାରି କଲେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଖଣ୍ଡେ ମିଳିନି ଏ ଯାଏଁ । ଏଣୁ ଉକ୍ତ ଗରିବ ପରିବାର କୁ ଶୀଘ୍ର ଘର ଖଣ୍ଡେ ଯୋଗାଇ ଦେବକୁ ସାଧାରଣରେ ଦାବୀ ହେଉଛି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha