Home ରାଜ୍ୟଡୁର୍କାମୁଣ୍ଡା ଓ ସାଲୋପଡ଼ା ମଝିରେ ତିଖାଳି ରୁ ଆସୁଥିବା ପାଣି ପାଇପ ଫାଟି କ୍ଷେତ ଜଳମଗ୍ନ : ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁ।

ଡୁର୍କାମୁଣ୍ଡା ଓ ସାଲୋପଡ଼ା ମଝିରେ ତିଖାଳି ରୁ ଆସୁଥିବା ପାଣି ପାଇପ ଫାଟି କ୍ଷେତ ଜଳମଗ୍ନ : ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁ।

by Maraguda Express
0 comments
ବୋଡ଼େନ -୨୭/୨(ଜଗତରାମ ଦଣ୍ଡସେନା ) ନୂଆପଡା ଜିଲ୍ଳା ବୋଡେ଼ନ ବ୍ଲକ ପଲସଦା ପଞ୍ଚାୟତ ଅନ୍ତର୍ଗତ ଦୁରକାମଣ୍ଡା ଓ ସାଲେପଡ଼ା ମଝିରେ ତିଖାଳିରୁ ଯୋଗାଣ ହେଉଥିବା ପାଇପ ଅନେକ ଦିନ ହେବ ପାଣି ବାହାରି କ୍ଷେତରେ ଜଳମଗ୍ନ ହେଉଛି ।ଫଳରେ ପିଇବା ପାଣିର ଅପଚୟ ହେଉଛି, ହେଲେ ବିଭାଗୀୟ କର୍ମୀ କିମ୍ବା ଅଧିକାରୀଙ୍କ ଏପର୍ଯ୍ୟନ୍ତ ରିପେରିଙ୍ଗ କରିବାରେ ନଜର ନାହିଁ l ଏଣୁ ଗ୍ରାମର ସୁରେଶ ବାଗ ଏହା ବିଷୟରେ ଗଣ ମାଧ୍ୟ୍ୟମ ର ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଭାଗୀୟ କର୍ତୃପକ୍ଷ ତୁରନ୍ତ ଏହାର ମରାମତି କରିବାକୁ ଜନସାଧାରଣ ରେ ଦାବିହେଉଛି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha