Home ରାଜ୍ୟବୋଡ଼େନ: ଅଜଣା ପିକ ଅପ ଧକ୍କାରେ ଜଣେ ମୃତ ।

ବୋଡ଼େନ: ଅଜଣା ପିକ ଅପ ଧକ୍କାରେ ଜଣେ ମୃତ ।

by Maraguda Express
0 comments

ଅଜଣା ପିକ ଅପ ଧକ୍କାରେ ଜଣେ ମୃତ ।

ବୋଡ଼େନ -୧୪/୭ (ଜଗତରାମ ଦଣ୍ଡସେନା) ଆଜି ବୋଡେ଼ନ ବ୍ଲକ କେଶରାଜପୁର ଗ୍ରାମ ଅନ୍ତର୍ଗତ ମାଲପଡା ର ବେଣୁଧର ମାଝୀ (୬୦)ଙ୍କର ଚିକିତ୍ସା ଧୀନ ଅବସ୍ଥାରେ ନୂଆପଡା ଡାକ୍ତର ଖାନାରେ ମୃତ୍ୟୁ ହୋଇଛି l ସୂଚନା ଅନୁସାରେ ମାଝୀ ଛେଳି ଚରାଇବାକୁ ରାସ୍ତାରେ ସକାଳ ୯ଟା ବେଳେ ଏକ ପିକଅପ ବୋଡେ଼ନ ପଟୁ ଆସି ଧକ୍କା ମାରି ଖରିଆର ଆଡକୁ ଚମ୍ପଟ ମାରି ପଳେଇଲା, ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଖରିଆର ଓ ପରେ ନୂଆପଡା ଜିଲ୍ଲା ଡାକ୍ତର ଖାନାକୁ ନେଇଥିବାବେଳେ ସେଠlରେ ମୃତ୍ୟୁ ବରଣ କରିଛନ୍ତି l ଏଣୁ ପୋଲିସ ଶବ ବ୍ୟବଚ୍ଛେଦ ପରେ ପରିବାର କୁ ଦେବବୋଲି ସୂଚନା ମିଳିଛି କିନ୍ତୁ ପରିବାର ଲୋକେ ଗରିବ ଶ୍ରେଣୀ ର ହୋଇଥିବାରୁ ତାଙ୍କୁ ସରକାରି ରୁପେ ଆର୍ଥିକ ସହାୟତା ଦେବାକୁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି l

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha