ବୋଡେନ, ୯/୮(ଜଗତରାମ ଦଣ୍ଡସେନା) ବୋଡେନ ବ୍ଳକ ସରସ୍ଵତୀ ଶିଶୁ ବିଦ୍ଯା ମନ୍ଦିରରେ ରକ୍ଷା ବନ୍ଧନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ଯଅତିଥି ଭାବେ ସମାଜ ସେବୀ ସୁବାଷ ଚନ୍ଦ୍ର ଅଗ୍ରୱାଲ, ମୁଖ୍ଯ ବକ୍ତା ଭାବେ ବୋଡେନ ସ୍ନାତକ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ଡ଼ କିଶୋର କୁମାର କର୍ଣ୍ଣ,ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ସୁଜନେଶ୍ୱର ସିଂ ଯୋଗଦେଇଥିଲେ । ପ୍ରଧାନ ଆଚାଯ୍ଯ ମୁରାରୀ ଲାଲ ହୋତା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୁରୁଜୀ ଶଶା ହରିଜନ ସଭା ପରିଚାଳନା କରିଥିଲେ।ଭାଇ ଭଉଣୀଙ୍କ ରାକ୍ଷୀ ବନ୍ଧନ ସ୍ନେହ , ମମତାର ସହିତ ଏକ ଅତୁଟ ବନ୍ଧନ। କାର୍ଯ୍ଯକ୍ରମରେ ଗୁରୁଜୀ ଅଭିମନ୍ୟୁ ବିଶି,ହେରାମ୍ବ ତାଣ୍ଡି, ନିଲାମ୍ବର ନାଏକ, ରଞ୍ଜନ ହଂସ, ଧନୁର୍ଯ୍ଯ ନାଗ, ନିଲାମ୍ବର ଜଗତ, ଗୁରୁମା ଗିତାଞ୍ଜଳି ସୁନାନୀ, ସସ୍ମିତା ପଟ୍ଟନାୟକ, ଅର୍ଣ୍ଣପୂର୍ଣ୍ଣା ମାଝୀ, ସବିତା ଦୁରିଆ, ଦେବକୀ ଦଣ୍ଡସେନା, ସେବକ ରୁପଧର ଚିନ୍ଦା ପ୍ରମୁଖ ସହଯୋଗ ପରିଚାଳନା କରିଥିଲେ ।ସେହିପରି ବୋଡ଼େନ ବ୍ଲକର ବିଭିନ୍ନ ଗାଁ ଗଣ୍ଡାରେ ମଧ୍ୟ ମହା ଆଡମ୍ବର ସହକାରେ ରକ୍ଷା ବନ୍ଧନର ଉତ୍ସବ ପାଳିତ ହୋଇଯାଇଛି।
ବୋଡେ଼ନ: ଶିଶୁ ମନ୍ଦିର ରେ ରକ୍ଷା ବନ୍ଧନ ପର୍ବ ଅନୁଷ୍ଠିତ
56
previous post