Home ରାଜ୍ୟସ୍କୁଲ ବସ ଓଲଟିଲା, ଛାତ୍ରଛାତ୍ରୀ ସୁରକ୍ଷିତ।

ସ୍କୁଲ ବସ ଓଲଟିଲା, ଛାତ୍ରଛାତ୍ରୀ ସୁରକ୍ଷିତ।

ବସ ଟି ଇଂପେରିଆଲ ଇଂଲିଶ ମେଡିଅମ ସ୍କୁଲ, ବୋଡେ଼ନ

by Maraguda Express
0 comments

ବୋଡେ଼ନ- ୧୧/୧୦ (ଜଗତରାମ ଦଣ୍ଡସେନା) ନୂଆପଡ଼ା ଜିଲ୍ଲା ବୋଡେ଼ନ ର ଇଂପେରିଆଲ ଇଂଲିଶ ମେଡିଅମ ସ୍କୁଲ ବୋଡେ଼ନ ର ବୋଡେ଼ନ ବସ୍ତି ବାହାରେ ଭାରସାମ୍ୟ ହରାଇ ଦଶ ଫୁଟ ତଳ ଜମିକୁ ଓଲଟି ପଡିଛି । ଡ୍ରାଇଭର ସମେତ ସମସ୍ତ ଛାତ୍ର ଛାତ୍ରୀ ସୁରକ୍ଷିତ ଅବସ୍ଥାରେ ଥିବା ସୂଚନା ମିଳିଛି l ବୋଡେ଼ନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି l ଖବର ଲେଖା ହେବା ଯାଏଁ କୌଣସି ହତାହତ ଖବର ହସ୍ତଗତ ହୋଇ ନାହଁ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha