Home ରାଜ୍ୟଜିଲ୍ଲା ପୋଲିସ ପ୍ରଶାସନ ର ନୂତନ ବିଏନଏସ ଆକ୍ଟ ଉପରେ ତାଲିମ କାର୍ଯ୍ୟକ୍ରମ ।

ଜିଲ୍ଲା ପୋଲିସ ପ୍ରଶାସନ ର ନୂତନ ବିଏନଏସ ଆକ୍ଟ ଉପରେ ତାଲିମ କାର୍ଯ୍ୟକ୍ରମ ।

ଜିଲ୍ଲା ପୋଲିସ ପ୍ରଶାସନ ର ନୂତନ ବିଏନଏସ ଆକ୍ଟ ଉପରେ ତାଲିମ କାର୍ଯ୍ୟକ୍ରମ ।

by Maraguda Express
2 comments

ଜିଲ୍ଲା ପୋଲିସ ପ୍ରଶାସନ ର ନୂତନ ବିଏନଏସ ଆକ୍ଟ ଉପରେ ତାଲିମ କାର୍ଯ୍ୟକ୍ରମ । ନୂଆପଡ଼ା -୧୦/୭ (ସୁରେନ୍ଦ୍ର ତିୱାରୀ) ଆଜି ନୂଆପଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସର ଅବସ୍ଥିତ ସମ୍ମିଳନୀ କକ୍ଷ ଠାରେ ନୂତନ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଆକ୍ଟ ର ନୂତନ ଅପରାଧିକ ଆଇନ ଉପରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପରୋକ୍ତ ତାଲିମ କାର୍ଯ୍ୟକ୍ରମ ରେ ନୂଆପଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ ଯୋଗ ଦେଇ ନୂତନ ଭାବେ ପ୍ରଣୟନ ଭାରତୀୟ ନ୍ୟାୟ ସଂହିତା ର ଅପରାଧିକ ଆଇନ କାର୍ଯ୍ୟକାରିତା ସମ୍ପର୍କରେ ଉପସ୍ଥିତ ପୋଲିସ କର୍ମଚାରୀଙ୍କ ଅବଗତି ପାଇଁ ବିଶଦ ଭାବେ ଆଲୋଚନା କରିଥିଲେ । । ଉକ୍ତ ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପୋଲିସ ଷ୍ଟେସନରେ କର୍ତ୍ତବ୍ୟରତ ହାବିଲଦାର ଓ କନଷ୍ଟେବଳମାନେ ଯୋଗ ଦେଇ ଏହି ନୂତନ ଅପରାଧିକ ଆଇନ ଉପରେ ଅବଗତ ହୋଇ ଦିଗ ଦର୍ଶନ ପାଇଥିଲେ।

You may also like

2 comments

Kajol July 10, 2025 - 4:32 PM

Excellent news coverage 👌💕🙏

Reply
Maraguda Express July 10, 2025 - 4:35 PM

Thank you so much 🌹👍🙏

Reply

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha