Home ରାଜ୍ୟନୂଆପଡ଼ା ଜିଲ୍ଲାର ବିକାଶ ଦିଗ ରେ ଆଉ ଏକ ପ୍ରୟାସ: କୁରୁମପୁରୀ- ଲଖନା ତଥା ତରବୋଡ- ଦର୍ଲିପଡା ରାସ୍ତା ପ୍ରଶସ୍ତି କରଣ ପାଇଁ ୨୬ କୋଟି ଅନୁଦାନ ମଞ୍ଜୁର

ନୂଆପଡ଼ା ଜିଲ୍ଲାର ବିକାଶ ଦିଗ ରେ ଆଉ ଏକ ପ୍ରୟାସ: କୁରୁମପୁରୀ- ଲଖନା ତଥା ତରବୋଡ- ଦର୍ଲିପଡା ରାସ୍ତା ପ୍ରଶସ୍ତି କରଣ ପାଇଁ ୨୬ କୋଟି ଅନୁଦାନ ମଞ୍ଜୁର

by Maraguda Express
0 comments

ନୂଆପଡ଼ା -୨୫/୭(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ର ବିକାଶ ଦିଗରେ ରାଜ୍ୟ ସରକାର ଗମନାଗମନ କୁ ପ୍ରାଧାନ୍ୟ ଦେଇ ସହଜ ଓ ସୁଗମ କରିବାକୁ ପ୍ରୟାସ ଅବ୍ୟାହତ ରଖିଛନ୍ତି। କୁରୁମପୁରୀ ଠାରୁ ଲଖନା ପୂର୍ତ୍ତ ବିଭାଗ ରାସ୍ତାକୁ ପ୍ରଶସ୍ତି କରଣ ପାଇଁ ୧୬ କୋଟି ଟଙ୍କା ତଥା ତରବୋଡ ଠାରୁ ଦର୍ଲିପଡା ରୋଡ଼ କୁ ୧୨ କୋଟି ଟଙ୍କା ପ୍ରଦାନ କରିଥିବାରୁ ଅଞ୍ଚଳବାସୀଙ୍କ ବହୁ ଦିନ ର ଦାବି ପୂରଣ ହୋଇଛି। ଏଥି ପାଇଁ ଭାରତୀୟ ଜନତା ପାର୍ଟି ଜିଲ୍ଲା ଯୁବ ମୋର୍ଚ୍ଚା, ସଭାପତି ତଥା ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡାଙ୍କ ଉଦ୍ୟମ ବେଶ ପ୍ରସଂସନୀୟ ସେ ବାରମ୍ବାର ଧାଁ ଦୌଡ କରି ନୂଆପଡ଼ା ବିଧାନ ସଭା କ୍ଷେତ୍ର ର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଭାଗୀୟ ମନ୍ତ୍ରୀ ଙ୍କୁ ସାକ୍ଷାତ୍ ଆଲୋଚନା କରି ଉଦ୍ୟମ ଜାରି ରଖିଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha