92
🥇 ପ୍ରଥମ ସ୍ଥାନ: ପ୍ରମୋଦ ମେହେର ଓ ଅଭିନାଶ ସହିସ
Table of Contents
ନୂଆପଡ଼ା -୧୧/୦୮- ନୂଆପଡ଼ା ଜିଲ୍ଲା ସିନାପାଲିସ୍ଥିତ ଜଗନ୍ନାଥ ଛକ ପରିସରରେ ସ୍ଥାନୀୟ ଉଦନ୍ତୀ ୟୁଥ କ୍ଲବ ପକ୍ଷରୁ ଏକ ଆକର୍ଷଣୀୟ କେରମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଯୁବପିଢ଼ି ମଧ୍ୟରେ କ୍ରୀଡ଼ା ଓ ଭାଇଚାରାର ଭାବନା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଉତ୍ସାହଜନକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା।
ପ୍ରତିଯୋଗିତାକୁ କ୍ଷୀରୋଦ ମେହେର, ନୂତନ ମେହେର, ଦେବୀପ୍ରସାଦ ମେହେର, ସୁନୀଲ ମେହେର ଓ ଯତୀନ ମେହେର ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ।