Home ରାଜ୍ୟଗାଁ ରେ ପ୍ରଶାସନ : ଖଇରା ଗ୍ରାମପଞ୍ଚାୟତ ରେ ବିଡ଼ିଓ ଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।

ଗାଁ ରେ ପ୍ରଶାସନ : ଖଇରା ଗ୍ରାମପଞ୍ଚାୟତ ରେ ବିଡ଼ିଓ ଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।

by Maraguda Express
0 comments
ବୋଡ଼େନ -୩/୩ (ଜଗତରାମ ଦଣ୍ଡସେନା ) ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ର ଖଇରା ଗ୍ରାମପଞ୍ଚାୟତ ପ୍ରକୋଷ୍ଠ ରେ “ଗାଁ ରେ ପ୍ରଶାସନ” ବୋଡେ଼ନ ବିଡ଼ିଓ ଶ୍ରୀମତୀ କର୍ମୀ ଓରାମ ଙ୍କର ଅଧ୍ୟକ୍ଷତା ରେ ଗ୍ରାମପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଖଇରା ସରପଞ୍ଚ କୈଳାଶ ଚନ୍ଦ୍ର ଦଲ, ଯେଇ ବିରଞ୍ଚି ଉଦଣ୍ଡରାୟ,ଭୀଷ୍ମ ମିଶ୍ର ଜି ପି ଡି ଓ,ଖିରୋଦ ନାୟକ ଏ ଇ ଇ ଜେଡ ପି,ରବି ନାରାୟଣ ରାଉତ ଏ ପି ଓ, ଗୁରଜୁ ହଂସ, ପିଇଓ,ଯୋଗେନ୍ଦ୍ର ମାଝୀ ଜି ଆର ଏସ, ଜ୍ୟୋତିରଞ୍ଜନ ପଣ୍ଡା ବିପିସି,ହିତେଶ ଆଦବାହି, ହେରମ୍ବ ବିଶ୍ୱାଳ ବିଆରସୀ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ସାମୁହିକ ୨ ଟି ଓ ବ୍ୟକ୍ତିଗତ୍ବ ପାଞ୍ଚ ଟି ଅଭିଯୋଗ ର ଶୁଣାଣି ହୋଇଛି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha