Home ରାଜ୍ୟଶିକ୍ଷକଙ୍କ ସ୍ଥାନାନ୍ତରଣ ଅବସରରେ ବିଦାୟକାଳୀନ ସମ୍ବର୍ଦ୍ଧନା।

ଶିକ୍ଷକଙ୍କ ସ୍ଥାନାନ୍ତରଣ ଅବସରରେ ବିଦାୟକାଳୀନ ସମ୍ବର୍ଦ୍ଧନା।

by Maraguda Express
0 comments
ବୋଡ଼େନ – ୩/୩ (ଜଗତରାମ ଦଣ୍ଡସେନା) ବୋଡେ଼ନ ବ୍ଲକ ର ଖଇରା ସରକାରୀ ଉପ୍ରା ବିଦ୍ୟାଳୟ ର ଶିକ୍ଷକ କ୍ଷୀରସିନ୍ଧୁ ମାଝିଙ୍କୁ ମାଙ୍କରବିର୍ଲି ସ୍କୁଲ କୁ ବଦଳି ହୋଇଯାଇଛି l ଏଇ ଅବସର ରେ ଶିକ୍ଷକଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭାରେ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ବିଭିନ୍ନ ଉପହାର ଦେଇ ତାଙ୍କର କାର୍ଯ୍ୟକାଳ ର ମଧୁର ସ୍ମୃତିଚାରଣ କରାଯାଇଛି । ପ୍ରଧାନ ଶିକ୍ଷକ ମଙ୍ଗଳସିଂ ମାଝୀ ଙ୍କ ଅଧ୍ୟକ୍ଷତା ଆୟୋଜିତ ସଭା ରେ ଶିକ୍ଷକ ଡମ୍ବରୁଧର ମାଝୀ, ଦେବସିଂ ମାଝୀ,ଅଚ୍ୟୁତା ବିଭାର,ମୁକେଶ ନାୟକ, ବଇଦ ଦଲ, କମଳା ଦୁରିଆ, ହିଙ୍ଗୁଳା ମାଝୀ, ଅନୁସୟା ମାଝୀ, ବାଳବାଟିକା ସେବିକା ଚଞ୍ଚଳା ମାଝୀ ଓ ସଂଯୁକ୍ତା ଜଗତ ତଥା ଛାତ୍ର ଛାତ୍ରୀ ବହୁ ସଂଖ୍ୟା ରେ ଯୋଗ ଦେଇଥିଲେ। ଏକ ଆବେଗ ମୟ ମୁହୂର୍ତ୍ତ ରେ ସମସ୍ତେ ଭାବ ବିହ୍ୱଳ ହୋଇ ଶ୍ରୀ ମାଝୀ ଙ୍କୁ ବିଦାୟ ଦେଇଛନ୍ତି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha