Home ରାଜ୍ୟଚଳିତବର୍ଷ ଖରିଫ ଋତୁରେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବାମ ପାର୍ଶ୍ଵ ମୁଖ୍ୟ କେନାଲ ଖୋଲିଲା

ଚଳିତବର୍ଷ ଖରିଫ ଋତୁରେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବାମ ପାର୍ଶ୍ଵ ମୁଖ୍ୟ କେନାଲ ଖୋଲିଲା

ଚଳିତବର୍ଷ ଖରିଫ ଋତୁରେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବାମ ପାର୍ଶ୍ଵ ମୁଖ୍ୟ କେନାଲ ଖୋଲିଲା

by Maraguda Express
0 comments
ଚଳିତବର୍ଷ ଖରିଫ ଋତୁରେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବାମ ପାର୍ଶ୍ଵ ମୁଖ୍ୟ କେନାଲ ଖୋଲିଲା
ନୂଆପଡ଼ା -୭/୭(ସୁରେନ୍ଦ୍ର ତିୱାରୀ) ଚଳିତବର୍ଷ ଖରିଫ ଋତୁରେ ଜଳସେଚନ ପାଇଁ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତରଫରୁ ଆଜି ବିଧିବଦ୍ଧ ପୂଜାର୍ଚ୍ଚନା ପରେ ବାମ ପାର୍ଶ୍ଵ ମୁଖ୍ୟ କେନାଲ ରେ ସକାଳ ୮.୦୦ ଘଟିକା ସମୟରେ ପାଣି ଛଡାଯାଇଆଛି । ଏହି କାର୍ଯ୍ୟକ୍ରମ ରେ ଅଧିକ୍ଷଣ ଯନ୍ତ୍ରୀ କେନାଲ ବିଭାଜନ ଖଡ଼ିଆଳ, ସୌମ୍ୟ କିଶୋର ଜୟପୁରୀୟା, ସମସ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ, ସଂପୃକ୍ତ ସମସ୍ତ ଯନ୍ତ୍ରୀ ,ମାଁ ରକ୍ତାମ୍ବରି ଡିଷ୍ଟ୍ରିବୁଟାରି କମିଟି ସଭାପତି ମନୋଜ ପଟ୍ଟନାୟକ,ସମ୍ପାଦକ ଦୁଷ୍ମନ୍ତ ବେହେରା, ଭୂପେନ୍ଦ୍ର ମହାରଥୀ ତଥା ଅନ୍ୟ ମାନଙ୍କ ଉପସ୍ଥିତି ରେ ବାମ ପାର୍ଶ୍ଵ ମୁଖ୍ୟ କେନାଲର ଫାଟକ ଖୋଲାଯାଇ ଜଳଯୋଗାଣ ଆରମ୍ଭ କରାଯାଇଥିଲା । ଏହି ଜଳଯୋଗାଣ ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛ

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha