28
ପାଞ୍ଚଦିନିଆ ଏହି ମହୋତ୍ସବରେ ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଆ ସଙ୍ଗୀତ ଜଗତର ଖ୍ୟାତନାମା କଣ୍ଠଶିଳ୍ପୀମାନେ ତାଙ୍କର ସୁରିଳା କଣ୍ଠରେ ଦର୍ଶକମାନଙ୍କୁ ମନୋରଞ୍ଜନ କରିବେ। କାଯ୍ୟକ୍ରମ ଅନୁସାରେ—୧ ଏପ୍ରିଲ (ଦିନ–୧): ପ୍ରସିଦ୍ଧ ଗାୟକ ବିଷ୍ଣୁ ମୋହନ କବି
ମହୋତ୍ସବ ପୂର୍ବରୁ କଳାକାରମାନେ ଭିଡିଓ ବାର୍ତ୍ତା ମାଧ୍ୟମରେ ନୂଆପଡ଼ାବାସୀଙ୍କୁ ଆମନ୍ତ୍ରଣ ଜଣାଇ ଉତ୍ସବରେ ବହୁ ସଂଖ୍ୟକ ଯୋଗଦେଇ ଏହାକୁ ସଫଳ କରିବାକୁ ଅନୁରୋଧ କରିଛନ୍ତି।ଏହି ଅବସରରେ ଲୋକକଳା, ସଂସ୍କୃତିକ କାର୍ୟକ୍ରମ, ହସ୍ତଶିଳ୍ପ ପ୍ରଦର୍ଶନୀ ଓ ଖାଦ୍ୟ ମେଳା ସହ ବିଭିନ୍ନ ଆକର୍ଷଣୀୟ କାର୍ୟକ୍ରମ ଆୟୋଜିତ ହେବ। ମାରାଗୁଡ଼ା ଅଞ୍ଚଳର ପୁରାତନ ଐତିହ୍ୟ ଓ ଲୋକସଂସ୍କୃତିକୁ ଜନମନରେ ପ୍ରଚାର କରିବା ଏହି ମହୋତ୍ସବର ପ୍ରମୁଖ ଉଦ୍ଦେଶ୍ୟ।ଏହି ମହୋତ୍ସବକୁ ଜିଲ୍ଲା ସଂସ୍କୃତି ପରିଷଦ, ଜିଲ୍ଲା ପ୍ରଶାସନ, ନୂଆପଡ଼ା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଆୟୋଜନ କରାଯାଉଛି।ଜିଲ୍ଲାବାସୀଙ୍କ ମଧ୍ୟରେ ଏହି ଲୋକମହୋତ୍ସବକୁ ନେଇ ବ୍ୟାପକ ଉତ୍ସାହ ଓ ଆଗ୍ରହ ପ୍ରକାଶ ପାଇଛି।
Table of Contents
ନୂଆପଡା -୨୭/୩ – ନୂଆପଡ଼ା ଜିଲ୍ଲାର ଇତିହାସ, ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ “ମାରାଗୁଡ଼ା ଲୋକ ମହୋତ୍ସବ–୨୦୨୬” ଆସନ୍ତା ଏପ୍ରିଲ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନେସନାଲ ମହାବିଦ୍ୟାଳୟ ପଡ଼ିଆରେ ଭବ୍ୟ ଭାବେ ଅନୁଷ୍ଠିତ ହେବ।



