14


ନୂଆପଡ଼ା – ୫/୩- ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ର ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ବୈଠକ ରେ ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଷୀ ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟ ରେ ଭାନୁ ପ୍ରତାପ ସିଂ ମାଝୀ, ରାଜେଶ ନିଗମ, ହରିଶ୍ଚନ୍ଦ୍ର ପଣ୍ଡା, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଦୀପିକା ଦୀପ, କାର୍ତ୍ତିକ ଦୀପ, କ୍ଷମା ନିଆଲ ତଥା ବହୁ ସଂଖ୍ୟା ରେ ଦଳୀୟକର୍ମୀ ମାନେ ଯୋଗ ଦେଇଥିଲେ।
