77


ବୋଡେ଼ନ -୨୮/୮(ଜଗତରାମ ଦଣ୍ଡସେନା ) ବୋଡେ଼ନ ବ୍ଲକର ଖଇରା ଗ୍ରାମପଞ୍ଚାୟତ ଅଧିନସ୍ଥ ଦାବେରୀ ଗଣେଶ ପୂଜା କମିଟିର ଆୟୋଜନ କ୍ରମେ ନୁଆଁଖାଇ ଭେଟଘାଟ ଓ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ନିତ୍ୟାନନ୍ଦ ସଲମା, ସମ୍ପାଦକ ପ୍ରମୋଦ ପୁଞ୍ଜି, କର୍ତ୍ତା କନକ ରାମ ହଂସ, ସହଯୋଗୀ ସ୍ବେଛାସେବୀ ବୈଷ୍ଣବ ସଲମା,ପିଣ୍ଟୁ ସଲମା, ମୁନା ନାଗ, ପୂର୍ଣ୍ଣ ପୁଞ୍ଜି, ସୋନୁ ନାଗ, କୁଳମଣି ନାଗ, ଜିତେନ୍ ନାଗ, ଭୀମ ପୁଞ୍ଜି, ହେମନ୍ତ ହଂସ, କୈଳାଶ ପୁଞ୍ଜି, ଟିପୁ ନାଗ, ବନମାଳୀ ନାଗ, ବଦିରାମ ନାଗ, ଶତ୍ରୁଘନ ସଲମା ପ୍ରମୁଖ ନୂଆଖାଇ ପର୍ବରେ ଉପସ୍ଥିତ ଥାଇ ନୁଆଁଖାଇ ର ମହତ୍ୱ ଓ ଜୁହାର ଭେଟ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
