62
ନୂଆପଡା – ୧୪/୧୦ (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ବିଧାନସଭା ଉପ ନିର୍ବାଚନ ପାଇଁ ଆଜି ୬ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ନେଇଛନ୍ତି l ଗତକାଲି ୩ ଟି ମିଶାଇ ,ସମୁଦାୟ ୯ ଗୋଟି ଫର୍ମ ଉପଜିଲ୍ଲାପାଳ ତଥା ଇ ଆର୍ ଓ , ନୂଆପଡାଙ୍କ କାର୍ଯ୍ୟାଳୟରୁ ବିକ୍ରି ହୋଇଥିବା ସୂଚନା ମିଳିଛି l ଆଜି ଫର୍ମ ନେଇଥିବା ପ୍ରାର୍ଥୀ ମାନେ ହେଲେ -୧.କିଶୋର ବାଗ, ଖଡିଆଳ, ୨.ଦିଗପାଳ ନାଗ, କିରେକେଲା, ୩.ଘାସିରାମ ମାଝୀ, ନୂଆପଡ଼ା ୪.ଆଶ୍ରୟ ମହାନନ୍ଦ,ମେଣ୍ଡଳିପାଳି ବିରମହାରାଜପୁର, ସୁବର୍ଣ୍ଣପୁର ଜିଲ୍ଲା ୫.ପୁନମ କୁମାର ସାହୁ, ନୂଆପଡା, ୬ କମଲ କୁମାର ଛତ୍ରିଆ, କପଲାଭଟା, ବଙ୍ଗୋମୁଣ୍ଡା , ବଲାଙ୍ଗୀର ଜିଲ୍ଲା ।