Home ରାଜ୍ୟସାଇବର ଆଇନ ଓ ସାମାଜିକ ଗଣମାଧ୍ୟମରେ ସୁରକ୍ଷା ବିଷୟରେ ଉପରେ ଆଇନ ସଚେତନତା ଶିବିର।

ସାଇବର ଆଇନ ଓ ସାମାଜିକ ଗଣମାଧ୍ୟମରେ ସୁରକ୍ଷା ବିଷୟରେ ଉପରେ ଆଇନ ସଚେତନତା ଶିବିର।

by Maraguda Express
0 comments

ନୂଆପଡ଼ା -୧୨/୯ (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ସ୍ଥିତ ନବଜ୍ୟୋତି ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅନୁକୂଲ୍ୟରେ ସାଇବର ଆଇନ ଓ ସାମାଜିକ ଗଣମାଧ୍ୟମରେ ସୁରକ୍ଷା ବିଷୟ ଉପରେ ଆଇନ ସଚେତନତା ଶିବିର ଏବଂ ଖରିଆର ରୋଡ ଟାଉନ ପରିସର ରେ ଏକକ ବ୍ୟବହାର ପ୍ଲାଷ୍ଟିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆଇନ ସଚେତନତା ଶିବର ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାଶ, ଖରିଆର ରୋଡ଼୍ ଏନ୍.ଏ.ସି. ଅଧ୍ୟକ୍ଷା ସୋନିଆ ଜୈନ, ନୂଆପଡ଼ା ଉପଖଣ୍ଡ ପୁଲିସ ଅଧିକାରୀ ସ୍ଵାଧୀନ ମିଶ୍ର, ଜିଲ୍ଲା ସିଭିଲ୍ ଓକିଲ ସଂଘର ସଚିବ ଦେବଦତ୍ତ ଦୀକ୍ଷିତ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରଞ୍ଜନା ସାଜୁ, ବିଦ୍ୟାଳୟର ପରିଚାଳକ ସାଜୁ ଓମେନ ଏବଂ ଶିକ୍ଷକଗଣ, ଅଧିକାର ମିତ୍ରଗଣ ପ୍ରମୁଖ ଅଂଶଗ୍ରହଣକରି ସାଇବର ଆଇନ ଓ ସାମାଜିକ ଗଣମାଧ୍ୟମରେ ସୁରକ୍ଷା ବିଷୟରେ ଉପରେ ଆଇନ ସଚେତନତା ଶିବିର ବିଷୟ ରେ ବିସ୍ତୃତ ଆଲୋଚନା କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha