19


ନୂଆପଡ଼ା -୩/୪- ନୂଆପଡ଼ା ଜିଲ୍ଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପର୍ବ “ମାରାଗୁଡା ଲୋକ ମହୋତ୍ସବ–୨୦୨୬” ର ଦ୍ୱିତୀୟ ସନ୍ଧ୍ୟା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ସକାଳ ୧୦.୦୦ ଟାରେ ନେସନାଲ ମହାବିଦ୍ୟାଳୟ, ନୂଆପଡ଼ାରେ ଆୟୋଜିତ ଆଲୋଚନା ଚକ୍ରରେ ବିଭିନ୍ନ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
