ନୂଆପଡା – ୧୫/୦୧ (ସୁରେନ୍ଦ୍ର ତିୱାରୀ) କୋମନା ବ୍ଲକ୍ ରେ ଅଭିଯୋଗ ଶୁଣାଣି ଶିବିର ପରେ ଅପରାହ୍ନରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସିଆଲଟି ପଞ୍ଚାୟତର ବେଲରଦନା ଗ୍ରାମରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା …
Maraguda Express
-
-
ନୂଆପଡା -୧୫/୧ (ମାରାଗୁଡା ଏକ୍ସପ୍ରେସ) କୋମନା ବ୍ଲକ୍ ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ଶିବିରରେ ମୋଟ ୧୦୧ଟି ଅଭିଯୋଗର ଶୁଣାଣି ହୋଇଥିଲା। ଏଥିରୁ ୮୨ଟି ବ୍ୟକ୍ତିଗତ ୧୯ଟି ଗୋଷ୍ଠୀଗତ ଅଭିଯୋଗ ସମ୍ବନ୍ଧୀୟ …
-
ରାଜ୍ୟ
ନୀତି ଆୟୋଗ କେନ୍ଦ୍ରୀୟ ପ୍ରଭାରୀ ଙ୍କ ଆକାଂକ୍ଷି କୋମନା ବ୍ଲକ ପରିଦର୍ଶନ : ଛତୁଆ ପ୍ୟାକେଟ ରେ ପ୍ରସ୍ତୁତି ତାରିଖ ଓ ବଣ୍ଟନ ତାରିଖ ଉଲ୍ଳେଖ ସହ ଆନୁସାଙ୍ଗିକ ନୀୟମ ପାଳନ ପାଇଁ ତାଗିଦ।
ନୂଆପଡା – ୧୪/୦୧ (ମାରାଗୁଡା ଏକ୍ସପ୍ରେସ) ନୂଆପଡା ଗସ୍ତରେ ଆସିଥିବା ନୀତି ଆୟୋଗ ର କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଆଜି ଆକାଂକ୍ଷି ବ୍ଲକ୍ କୋମନା ପରିଦର୍ଶନ କରିଥଲେ। ପ୍ରଥମେ ଇଚ୍ଛାପୁର ସ୍ଥିତ ମାଣ୍ଡିଆ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ, ଗେରୁଯୋର୍ ଅଙ୍ଗନୱାଡି, ଛତା …
-
ନୂଆପଡ଼ା -୧୪/୧ (ମାରାଗୁଡ଼ା ଏକ୍ସପ୍ରେସ) ସ୍ବାମୀ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଯୁବ ଶକ୍ତି ଫାଉଣ୍ଡେସନ ଦ୍ବାରା ଭୁବନେଶ୍ୱର ଠାରେ ଆୟୋଜିତ ରାଷ୍ଟ୍ରୀୟ ଯୁବ ଦିବସ ଉପଲକ୍ଷେ “ଯୁବ ନେତୃତ୍ବ ସମ୍ମାନ ୨୦୨୬” ରେ ଖରିଆର ରୋଡ ଏନଏସି ଅଧ୍ୟକ୍ଷା …
-
ନୂଆପଡା – ୧୩/୧ (ମାରାଗୁଡ଼ା ଏକ୍ସପ୍ରେସ) ସ୍ବାମୀ ବିବୋନନ୍ଦଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଜାତୀୟ ଯୁବ ଦିବସ ୨୦୨୬ ସ୍ଥାନୀୟ ପି. ଏମ. ଶ୍ରୀ ନେସନାଲ ଉଚ୍ଚ ବିଦ୍ୟାଳୟ ରେ ଥିବା ମଣ୍ଡପରେ ମହା ସମାରୋହରେ ପାଳନ ହୋଇଯାଇଛି । ସର୍ବ …
-
ବରଗଡ – ୧୩/୧ (ନିରୋଜ ପାଣି) ବରଗଡ଼ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ବରଗଡ଼ ଜିଲ୍ଲାର ବରଗଡ଼ ଠାରେ ୧୦୦ ସିଟ ବିଶିଷ୍ଟ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ଗତ ଲୋକସଭା ଅଧିବେଶନ ରେ ସରକାରଙ୍କ ଦୃଷ୍ଟି …
-
ନୂଆପଡ଼ା – ୧୩/୧ (ମାରାଗୁଡ଼ା ଏକ୍ସପ୍ରେସ) ଜିଲ୍ଲା ଆଇନ ସେବା ପ୍ରାଧିକରଣର ନୂତନ ଭାବେ ନିଯୁକ୍ତ ଅଧିକାର ମିତ୍ରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ, ସମ୍ପଦ କେନ୍ଦ୍ର, ଗଡ଼ତୋର, ମଳ ଉପଚାର କେନ୍ଦ୍ର, ଶାଖାତୋରା କୁ …
-
ନୂଆପଡା -୧୩/୧ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜଳ ସମ୍ପଦ ବିଭାଗ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୬ ସ୍ଥାନୀୟ ପୋଲିସ ପଡିଆରେ ଅନୁଷ୍ଠିତ ହୋଇଯାଇଛି I ଏହି ସମାରୋହରେ ନୂଆପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ ମୁଖ୍ୟ ଅତିଥି …
-
ନୂଆପଡା- ୧୩/୧ (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଗନିଆରୀ ରୋୟାଲ କ୍ଳବ ଦ୍ୱାରା ୧୯ ତମ ରୋୟଳ କପ କ୍ରିକେଟ ଚମ୍ପିୟାନସିପ ଉଦଘାଟିତ ହୋଇଯାଇଛି। ଏହି ପ୍ରତୀଯୋଗିତା ରେ ନୂଆପଡା ଜିଲ୍ଲା ର ବଛା ବଛା ୧୬ …
-
ନୂଆପଡା ୧୩/୧ ( ମାରାଗୁଡ଼ା ଏକ୍ସପ୍ରେସ) ଆଜି ସପ୍ତାହ ବ୍ୟାପି ଜାତୀୟ ସେବା ଯୋଜନା ଶିବିର ସିଲଦା ଗ୍ରାମ ଠାରେ ଉଦଯାପିତ ହୋଇ ଯାଇଛି । ଏନ୍ ଏସ୍ଏସ୍ -ୟୁନିଟ୍, ନ୍ୟାସନାଲ୍ ଡିଗ୍ରୀ କଲେଜ୍, ନୂଆପଡା ପକ୍ଷରୁ ଆୟୋଜିତ ୭ ଦିନିଆ …