ନୂଆପଡ଼ା – ୧୮/୦୯- ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ତଥା ପ୍ରଶାସନିକ ସେବାକୁ ଅଧିକ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ କୋମନା ବ୍ଲକ ପରିସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ …
Maraguda Express
-
-
ରାଜ୍ୟ
ନୂଆପଡ଼ାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିବସ ଅବସରରେ ‘ସେବା ସଂକଳ୍ପ ଅଭିଯାନ’ ଏବଂ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଅନୁଷ୍ଠିତ।
ନୂଆପଡ଼ା -୧୮/୦୯-ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସକୁ ସ୍ମରଣୀୟ କରିବା ପାଇଁ ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହୋଇଛି ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’। ଏହି ଅବସରରେ ଜିଲ୍ଲା ସଦର ମହକୁମାସ୍ଥିତ ଐତିହାସିକ ଶ୍ରୀ ହନୁମାନ ମନ୍ଦିର ପରିସରରେ ଜିଲ୍ଲାସ୍ତରୀୟ ‘ଆଶୀର୍ବାଦର …
-
ରାଜ୍ୟ
ନୂଆପଡ଼ା ଜିଲ୍ଲାପାଳଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ : ବିଭିନ୍ନ ୱାର୍ଡ ବୁଲିବା ସହ ସ୍ୱାସ୍ଥ୍ୟସେବାର ସମୀକ୍ଷା।
ନୂଆପଡ଼ା ୧୮/୦୯- ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ପରିଦର୍ଶନ କରି ଚିକିତ୍ସାଳୟର ବିଭିନ୍ନ ୱାର୍ଡ ବୁଲି ରୋଗୀସେବା, ସ୍ୱଚ୍ଛତା, ପରିମଳ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ଅସ୍ଥିଶଲ୍ୟ, ସର୍ଜରୀ …
-
ପାଇକମାଲ – ୧୬/୦୯ -ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ୍ ଅନ୍ତର୍ଗତ ଛିନ୍ଦେଇକେଲ ଗ୍ରାମସ୍ଥିତ ରାଇଜିଂ ଷ୍ଟାର କ୍ରିକେଟ୍ କ୍ଲବ ପକ୍ଷରୁ ଚଳିତ ବର୍ଷର କ୍ରିକେଟ୍ ଟୁର୍ନାମେଣ୍ଟ ଆୟୋଜନ ନେଇ ଏକ ସଭା ଅନୁଷ୍ଠିତ ହୋଇଛି। କ୍ଲବର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ …
-
ନୂଆପଡ଼ା- ୧୬/୦୮- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ସିନାପାଲିରେ ଭାଇଚାରା, ସାଂସ୍କୃତିକ ପରମ୍ପରା ଓ ଉତ୍ସବର ଅନନ୍ୟ ମାହୋଲ ଦେଖିବାକୁ ମିଳିଛି। ନୂଆଁଖାଇ ଦିନ ସିନାପାଲି କାପସି ସ୍ଥିତ କେପି ବାଟିକା ପରିସରରେ ଭବ୍ୟ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ …
-
ନୂଆପଡ଼ା -୧୬/୦୯-ନୂଆଁ ଅନ୍ନର ସୁଗନ୍ଧରେ ମହକି ଉଠିଲା ଦ୍ୱାରସନୀ ମନ୍ଦିର ପରିସର। ପାରମ୍ପରିକ ରୀତିନୀତି ଓ ନୂଆଁଖାଇର ଆନନ୍ଦ ମଧ୍ୟରେ ମାଝୀ ସମାଜର ଲୋକଙ୍କ ସହ ନୂଆଁଖାଇ ପାଳନ କରିଛନ୍ତି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ। ଗତକାଲି ସାରାବଙ୍ଗ ଗ୍ରାମ ସ୍ଥିତ …
-
ରାଜ୍ୟ
ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ସହ ଭିଡିଓ କଲ୍ରେ କଥା ହେଲେ ଜିଲ୍ଲାପାଳ : “ଆପଣ ମଧ୍ୟ ଆବଶ୍ୟକ ସମୟରେ ଅନ୍ୟଙ୍କୁ ସହାୟତାର ହାତ ବଢ଼ାନ୍ତୁ”
ନୂଆପଡ଼ା -୧୬/୦୯- ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ନୂଆପଡ଼ା ଜିଲ୍ଲାପାଳ। ସମାଜରେ ମାନବିକତା ଏବଂ ସହଯୋଗର ଭାବନାକୁ ଆହୁରି ସୁଦୃଢ଼ କରିବା ପାଇଁ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ନିକଟରେ ଏକ ଦୁର୍ଘଟଣାରୁ …
-
ରାଜ୍ୟ
ନେହେନାରେ ଦଣ୍ଡସେନା ପରିବାରର ନିଆରା ନୂଆଁଖାଇ : ଏକାଠି ହେଲେ ହଜାରରୁ ଊର୍ଦ୍ଧ୍ୱ ସଦସ୍ୟ ପରମ୍ପରା ସହ ଏକତା, ଭାଇଚାରା ଓ ସାଂସ୍କୃତିକ ଚେତନାର ଅନନ୍ୟ ଉଦାହରଣ।
ନୂଆପଡ଼ା -୧୬/୦୯ (ସୁରେନ୍ଦ୍ର ତିୱାରୀ) ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅନନ୍ୟ ପରିବାରିକ ଏକତାର ଦୃଶ୍ୟ। ଦଣ୍ଡସେନା ପରିବାରର ହଜାରରୁ ଊର୍ଦ୍ଧ୍ୱ ସଦସ୍ୟ ଗୋଟିଏ ସ୍ଥାନରେ …
-
ରାଜ୍ୟ
ଗଣେଶ ପୂଜା ପୂର୍ବରୁ ନୂଆପଡ଼ାରେ ଶାନ୍ତି କମିଟି ବୈଠକ:ଶାନ୍ତି, ସାମ୍ପ୍ରଦାୟିକ ସଦ୍ଭାବ ଓ ଜନସୁରକ୍ଷା ଉପରେ ପୁଲିସର ଗୁରୁତ୍ୱ।
ନୂଆପଡ଼ା -୧୩/୦୯- ଆଗାମୀ ଗଣେଶ ପୂଜାକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ପରିବେଶରେ ପାଳନ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ପୁଲିସ ଅଧିକାରୀମାନେ ଶାନ୍ତି କମିଟି ସଦସ୍ୟ, ଜନପ୍ରତିନିଧି, ସ୍ଥାନୀୟ …
-
ନୂଆପଡ଼ା -୧୩/୦୯- ନୁଆପଡ଼ା ଜିଲ୍ଲାରେ ରାତିର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଦୃଢ଼ କରିବା ଏବଂ ସଡ଼କ ଦୁର୍ଘଟଣା ରୋକିବା ପାଇଁ ନୁଆପଡ଼ା ପୋଲିସ ପକ୍ଷରୁ ଏକ ବଡ଼ଧରଣର ଅଭିଯାନ କରାଯାଇଛି। ଜିଲ୍ଲାର ବିଭିନ୍ନ ଥାନା ଅଧୀନରେ ଥିବା ରଣନୈତିକ ସ୍ଥାନମାନଙ୍କ ରେ …