Home ରାଜ୍ୟଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କଲେ ପୁରୁଷୋତ୍ତମ

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କଲେ ପୁରୁଷୋତ୍ତମ

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କଲେ ପୁରୁଷୋତ୍ତମ

by Maraguda Express
0 comments

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କଲେ ପୁରୁଷୋତ୍ତମ                                        ନୂଆପଡ଼ା -୭/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ସଦର ବ୍ଲକ ସାହିପଲା ଗ୍ରାମ ର ଜଣେ ଯୁବକ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ରେ ସ୍ଥାନ ପାଇବା ଅଞ୍ଚଳ ରେ ଆନନ୍ଦ ଖେଳାଇ ଦେଇଛି । ନାମ ତାଙ୍କର ପୁରୁଷୋତ୍ତମ ଗଉଡ, ସେ ୩୦ ସେକେଣ୍ଡ ରେ ୨୧୦ ଥର ପଞ୍ଚମାରି ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇ ଅଞ୍ଚଳ ରେ ସମସ୍ତଙ୍କ ପ୍ରଶଂସା ଭାଜନ ହୋଇ ପାରିଛନ୍ତି। ସେ ଗତ ଆଠ ବର୍ଷ ରୁ କରାଟେ ପ୍ରଶିକ୍ଷଣ ନେଇ ଜଣେ ଉଚ୍ଚ କୋଟି ର କରାଟେ ଖେଳାଳି ବୋଲି ପ୍ରକାଶ କରିଥିଲେ। ତାଙ୍କ ଘର ନୂଆପଡ଼ା ବ୍ଲକ ସାହିପଲା ଗ୍ରାମ ରେ ସେ କ୍ରମାଗତ କରାଟେ ପ୍ରଶିକ୍ଷଣ ଗୁରୁ ପଟ୍ଟନାୟକ ସାରଙ୍କ ଠାରୁ ନେଉଛନ୍ତି । ସେ ଅନ୍ୟ ମାନଙ୍କ ଭଳି କିପରି ନାମ୍ କରିବେ ଓ ଜିଲ୍ଲା ,ରାଜ୍ୟ ଓ ଦେଶ ର ନାମ ଉଜ୍ଜ୍ବଳ କରି ସମସ୍ତଙ୍କୁ ଗୌରବାନ୍ଵିତ କରିବେ ସେଥି ପାଇଁ କଠିନ ପରିଶ୍ରମ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଛନ୍ତି ଓ ଏହାର ଶ୍ରେୟ କରାଟେ ଗୁରୁ ପଟ୍ଟନାୟକ ଙ୍କୁ ଦେଇଛନ୍ତି। ତାଙ୍କ ଲକ୍ଷ୍ୟ ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ କିପରି ପାଇବି ବୋଲି ପ୍ରୟାସ ରତ ବୋଲି ଶ୍ରୀ ଗଉଡ଼ ପ୍ରକାଶ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha