Home ରାଜ୍ୟଜନଶକ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗୁରୁଦିବସ ପାଳିତ

ଜନଶକ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗୁରୁଦିବସ ପାଳିତ

by Maraguda Express
0 comments

ବୋଡେ଼ନ -୫/୯ (ଜଗତ ରାମ ଦଣ୍ଡସେନା ) ଖଇରା ଜନ ଶକ୍ତି ହାଇସ୍କୁଲ ପ୍ରକୋଷ୍ଟ ରେ ଆଜି ଛାତ୍ରଛାତ୍ରୀ ମାନେ ହର୍ଷ ଉଲ୍ଲଷ ରେ ଗୁରୁଦିବସ ଅନୁଷ୍ଠିତ ହୋଇଯାଇଛି l ଉତ୍ସବ ରେ ସମସ୍ତ ଗୁରୁଜୀ, ଗୁରୁମା ଯୋଗଦେଇ ଗୁରୁ ଶିଷ୍ୟ ର କିଭଳି ସମ୍ପର୍କ ନିବିଡ଼ ହେବ ସେ ନେଇ ବକ୍ତାମାନେ ତାଙ୍କର ବକ୍ତବ୍ୟ ରଖିଥିଲେ, ଛାତ୍ରଛାତ୍ରୀ ମାନେ ଗୁରୁଜୀ ଓ ଗୁରୁମାଁ ମାନଙ୍କୁ ପୂଜା କରି ମିଷ୍ଟାନ୍ନ ଖୁଆଇ ଉପହାର ମାନ ଦେଇ ଆଶୀର୍ବାଦ ଭିକ୍ଷା କରିଛନ୍ତି l ଯୋଗେନ୍ଦ୍ର ନାଥ ଦଣ୍ଡସେନା ମଞ୍ଚ ପରିଚାଳନା କରିଥିଲେ ଓ ପ୍ରିନ୍ସିପାଲ ତନ୍ମୟ ତାଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha