35
(👆ଫାଇଲ ଫଟୋ ) ୧୨ ଅଗଷ୍ଟ ୨୦୨୪ରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୮,୧୦୮ଟି ଅଭିଯୋଗ ଗ୍ରହଣ ହୋଇଥିବାବେଳେ ୭,୩୬୭ଟି ଅଭିଯୋଗର ସମାଧାନ ହୋଇଛି। ଅର୍ଥାତ୍ ମୋଟ ଅଭିଯୋଗର ୯୦.୮୬% ସମାଧାନ ହୋଇଥିବାବେଳେ ୭୪୧ଟି ଅଭିଯୋଗ ବିଭିନ୍ନ ସ୍ତରରେ ବିଚାରାଧୀନ ରହିଛି।
Table of Contents
ନୂଆପଡ଼ା ୦୨/୧୦- ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ପ୍ରତି ସୋମବାର ନୂଆପଡ଼ାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହେଉଛି।
