121
ବୋଡେ଼ନ -୩୦/୪- (ଜଗତ ରାମ ଦଣ୍ଡ ସେନା ) ଅଧର୍ମ ଉପରେ ଧର୍ମର ବିଜୟ ତଥା ଭକ୍ତ ପ୍ରହ୍ଲାଦଙ୍କୁ ରକ୍ଷା କରିବା ପାଇଁ ଅବତାର ଗ୍ରହଣ କରିଥିବା ଭଗବାନ ନୃସିଂହଙ୍କ ଜନ୍ମ ଜୟନ୍ତୀ ବା ‘ନୃସିଂହ ଚତୁର୍ଦ୍ଦଶୀ’ ଆଜି ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମରେ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହେଉଛି।