Home ଜିଲ୍ଲା ଖବରରାଜାରାମ ଦଣ୍ଡସେନାଙ୍କର ନିଧନ

ରାଜାରାମ ଦଣ୍ଡସେନାଙ୍କର ନିଧନ

by Maraguda Express
0 comments

ରାଜାରାମ ଦଣ୍ଡସେନାଙ୍କର ନିଧନ

ନୂଆପଡା – ୧୭/୭ (ଜଗତରାମ ଦଣ୍ଡସେନା) ନୂଆପଡା ବ୍ଲକ ଅଧିନସ୍ଥ ଦର୍ଲିମୁଣ୍ଡା ପଞ୍ଚାୟତର ଖଲିଆପାଣି ଗ୍ରାମର ରାଜାରାମ ଦଣ୍ଡସେନା (୭୫)ଙ୍କର ଆଜି ଗୁରୁବାର ସକାଳେ ସ୍ବର୍ଗବାସ ହୋଇଯାଇଛି l ସେ ଜଣେ ପ୍ରତିଷ୍ଠିତ, ମେଳାପୀ ଓ ଲୋକପ୍ରିୟ ବ୍ୟକ୍ତି ଥିବାରୁ ତାଙ୍କର ମୃତ୍ୟୁ ଖବର ରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି l ସେ ବର୍ଷେ ହେବ ପକ୍ଷାଘାତ ରେ ପୀଡିତ ଥିଲେ, ତାଙ୍କର ପତ୍ନୀ, ତିନିପୁତ୍ର ଦୁଇଝିଅ ଥିବାବେଳ ବଡପୁଅ ଅଶୋକ ବନ୍ଧୁବାନ୍ଧବ ଗହଣ ରେ ଗାଁ ମଶାଣିରେ ମୁଖାଗ୍ନି ଦେଇ ଅନ୍ତିମ ସଂସ୍କାର କରାଯାଇଛି l

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha